ରାତି ପାହିଲେ ଖୋଲିବ ଇଭିଏମ୍

କାଲି ଆସିବ ଫଳାଫଳ ହେଲେ ଆଜିଠୁ ନେତାଙ୍କ ଛାତି ଧଡ଼ ଧଡ଼। କାରଣ କେହି ବି ଶତପ୍ରତିଶତ କନ୍ଫିଡେଣ୍ଟ ନାହାନ୍ତି। କାହିଁ ନା ୨୪ ନିର୍ବାଚନରେ ବଦଳି ଥିଲା ବହୁ ସମୀକରଣ। ବଦଳିଥିଲା ଭୋଟିଂ ପାର୍ଟନ୍।