ରାତିରେ ଛାତ୍ରୀଙ୍କୁ ଡାକୁଛନ୍ତି ସାର୍‌ !

ଛାତ୍ରଛାତ୍ରୀ କରିଥିବା ଅଭିଯୋଗର ତଦନ୍ତ ପରେ ପ୍ରିନ୍ସିପାଲ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଲେ ଜିଲ୍ଲାପାଳ।

ରାତିରେ ଛାତ୍ରୀଙ୍କୁ ଡାକୁଛନ୍ତି ସାର୍‌ !

ରାତି ୮ଟାରେ ପ୍ରିନ୍ସିପାଲ୍‌ ଛାତ୍ରୀମାନଙ୍କୁ ନିଜ ଚାମ୍ୱରକୁ ଡାକୁଛନ୍ତି ଏବଂ ସେମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି। ଏପରି ସଙ୍ଗୀନ ଅଭିଯୋଗ ଆସିଛି ସିଟି ସ୍କୁଲ ପ୍ରିନ୍ସିପାଲ୍‌ଙ୍କ ବିରୋଧରେ। ଛାତ୍ରଛାତ୍ରୀମାନେ ଏନେଇ ରାୟଗଡ଼ା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି ପିନ୍ସିପାଲ୍‌। ଦେଖନ୍ତୁ ପୂରା ରିପୋର୍ଟ।