ରାତିରେ ନନ୍ଦନ କାନନ ବୁଲିବାର ମଜା, ଆଜିଠୁ ଆରମ୍ଭ ହୋଇଛି ନାଇଟ ଆଉଟ ଆଟ୍ ଜୁ
ଭୁବନେଶ୍ୱର : ରାତିରେ ନନ୍ଦନ କାନନ ବୁଲିବାର ମଜା । ଆଜିଠୁ ଆରମ୍ଭ ହୋଇଛି ନାଇଟ ଆଉଟ ଆଟ୍ ଜୁ ବା ରାତ୍ରୀ କାଳୀନ ଭ୍ରମଣ । ପ୍ରତି ରବିବାର ରାତ୍ରିକାଳୀନ ଭ୍ରମଣ ସୁଯୋଗ ରହଛି । ସନ୍ଧ୍ୟା ସାଢେ ୬ଟାରୁ ରାତି ସାଢେ ୮ଟା ଯାଏ ବୁଲିବେ ପର୍ଯ୍ୟଟକ । ଆଜିଠୁ ଆରମ୍ଭ ହୋଇଛି ରାତ୍ରୀକାଳୀନ ଭ୍ରମଣ କାର୍ଯ୍ୟକ୍ରମ । ମାତ୍ର ୨୦ ଜଣଙ୍କ ଲାଗି ଏହି ସୁବିଧା ରହିଛି । ମୁଣ୍ଡ ପିଛା ଟିକେଟର […] The post ରାତିରେ ନନ୍ଦନ କାନନ ବୁଲିବାର ମଜା, ଆଜିଠୁ ଆରମ୍ଭ ହୋଇଛି ନାଇଟ ଆଉଟ ଆଟ୍ ଜୁ appeared first on KNews Odisha.

ଭୁବନେଶ୍ୱର : ରାତିରେ ନନ୍ଦନ କାନନ ବୁଲିବାର ମଜା । ଆଜିଠୁ ଆରମ୍ଭ ହୋଇଛି ନାଇଟ ଆଉଟ ଆଟ୍ ଜୁ ବା ରାତ୍ରୀ କାଳୀନ ଭ୍ରମଣ । ପ୍ରତି ରବିବାର ରାତ୍ରିକାଳୀନ ଭ୍ରମଣ ସୁଯୋଗ ରହଛି । ସନ୍ଧ୍ୟା ସାଢେ ୬ଟାରୁ ରାତି ସାଢେ ୮ଟା ଯାଏ ବୁଲିବେ ପର୍ଯ୍ୟଟକ । ଆଜିଠୁ ଆରମ୍ଭ ହୋଇଛି ରାତ୍ରୀକାଳୀନ ଭ୍ରମଣ କାର୍ଯ୍ୟକ୍ରମ । ମାତ୍ର ୨୦ ଜଣଙ୍କ ଲାଗି ଏହି ସୁବିଧା ରହିଛି । ମୁଣ୍ଡ ପିଛା ଟିକେଟର ଦାମ ରହିଛି ୨୫୦ ଟଙ୍କା । ଅନଲାଇନରେ ଟିକେଟ ବୁକିଂ ହେଉଛି । ରାତିରେ କିପରି ରାତିଚର ବସବାସ କରନ୍ତି ତାହା ଜାଣିବେ ପର୍ଯ୍ୟଟକ ।
The post ରାତିରେ ନନ୍ଦନ କାନନ ବୁଲିବାର ମଜା, ଆଜିଠୁ ଆରମ୍ଭ ହୋଇଛି ନାଇଟ ଆଉଟ ଆଟ୍ ଜୁ appeared first on KNews Odisha.