ରାତିରେ ବିଜେପିର ପ୍ରଚାର, ବାଇକ୍ ଶୋଭାଯାତ୍ରାରେ ବିଜେପି ବିଧାୟକ ପ୍ରାର୍ଥୀ ସାମିଲ

ଭଦ୍ରକ ୨୬।୫: ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରୁଛି ବିଜେପି । ସାଧାରଣ ସଭା ସହ ବାଇକ ଶୋଭଯାତ୍ରାରେ ପ୍ରାର୍ଥୀ ଯୋଗ ଦେଉଛନ୍ତି । ରାତି ସମୟରେ ମଧ୍ୟ ବିଜେପି ଲଗାତର ପ୍ରଚାର କରୁଛି । ଧାମନଗର ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ରାତିରେ ମଧ୍ୟ ପ୍ରଚାର କରୁଛନ୍ତି । ଧୂସୁରି, ନଦୀଗାଁରେ ବିଶାଳ ରୋଡ଼ ଶୋ’ କରିଛନ୍ତି । ଅର୍ଜୁନପୁର ପଂଚାୟତରେ ଶତାଧିକ ସମର୍ଥକଙ୍କ ସହ ବିଭିନ୍ନ ୱାର୍ଡରେ ବାଇକ୍ ଶୋଭଯାତ୍ରା କରିଛନ୍ତି । ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଆଦର୍ଶ ଆଚରଣ ବିଧିକୁ ସମ୍ମାନ ଦେଇ ପ୍ରଚାର କରୁଛନ୍ତି । ନିର୍ବାଚନ ଏକ ପ୍ରକ୍ରିୟା ହୋଇଥିବାରୁ ପ୍ରଚାର କରୁଛନ୍ତି ।You Can Read :କଂଗ୍ରେସ ଫୋକସ୍‌ରେ ଓଡିଶା : ୨୯ରେ ଖଡ୍‌ଗେ ଓ ୩୦ରେ ରାହୁଲଙ୍କ ଜନସଭା

ରାତିରେ ବିଜେପିର ପ୍ରଚାର, ବାଇକ୍ ଶୋଭାଯାତ୍ରାରେ ବିଜେପି ବିଧାୟକ ପ୍ରାର୍ଥୀ ସାମିଲ

ଭଦ୍ରକ ୨୬।୫: ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରୁଛି ବିଜେପି । ସାଧାରଣ ସଭା ସହ ବାଇକ ଶୋଭଯାତ୍ରାରେ ପ୍ରାର୍ଥୀ ଯୋଗ ଦେଉଛନ୍ତି । ରାତି ସମୟରେ ମଧ୍ୟ ବିଜେପି ଲଗାତର ପ୍ରଚାର କରୁଛି । ଧାମନଗର ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ରାତିରେ ମଧ୍ୟ ପ୍ରଚାର କରୁଛନ୍ତି । ଧୂସୁରି, ନଦୀଗାଁରେ ବିଶାଳ ରୋଡ଼ ଶୋ’ କରିଛନ୍ତି । ଅର୍ଜୁନପୁର ପଂଚାୟତରେ ଶତାଧିକ ସମର୍ଥକଙ୍କ ସହ ବିଭିନ୍ନ ୱାର୍ଡରେ ବାଇକ୍ ଶୋଭଯାତ୍ରା କରିଛନ୍ତି । ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଆଦର୍ଶ ଆଚରଣ ବିଧିକୁ ସମ୍ମାନ ଦେଇ ପ୍ରଚାର କରୁଛନ୍ତି । ନିର୍ବାଚନ ଏକ ପ୍ରକ୍ରିୟା ହୋଇଥିବାରୁ ପ୍ରଚାର କରୁଛନ୍ତି ।

You Can Read :

କଂଗ୍ରେସ ଫୋକସ୍‌ରେ ଓଡିଶା : ୨୯ରେ ଖଡ୍‌ଗେ ଓ ୩୦ରେ ରାହୁଲଙ୍କ ଜନସଭା