ରାମ ନବମୀ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ

କଟକ : ରାମ ନବମୀ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ । ଚୌଧୁରୀ ବଜାରରୁ ବାହାରି ଝୋଲା ସାହି, ଦୋଳ ମୁଣ୍ଡେଇ, ରାଣୀହାଟ, ମଙ୍ଗଳାବାଗ,ବକ୍ସି ବଜାର ଦେଇ ସହର ପରିକ୍ରମା କରିଛି କମିଶନରେଟ୍ ପୋଲିସ। କଟକ ଡିସିପି, ଅତିରିକ୍ତ ଡିସିପି, ସମସ୍ତ ଏସିପି, ଥାନାଧିକାରୀ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ସହରରେ ମୋଟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଆଜି ରାତିରୁ ପାଟ୍ରୋଲିଂ କଡାକଡି କରିବ […] The post ରାମ ନବମୀ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ appeared first on KNews Odisha.

ରାମ ନବମୀ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ
cuttack

କଟକ : ରାମ ନବମୀ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ । ଚୌଧୁରୀ ବଜାରରୁ ବାହାରି ଝୋଲା ସାହି, ଦୋଳ ମୁଣ୍ଡେଇ, ରାଣୀହାଟ, ମଙ୍ଗଳାବାଗ,ବକ୍ସି ବଜାର ଦେଇ ସହର ପରିକ୍ରମା କରିଛି କମିଶନରେଟ୍ ପୋଲିସ। କଟକ ଡିସିପି, ଅତିରିକ୍ତ ଡିସିପି, ସମସ୍ତ ଏସିପି, ଥାନାଧିକାରୀ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ସହରରେ ମୋଟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଆଜି ରାତିରୁ ପାଟ୍ରୋଲିଂ କଡାକଡି କରିବ କମିଶନରେଟ ପୋଲିସ ।  ଶାନ୍ତି ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି କଟକ ଡିସିପି ।

The post ରାମ ନବମୀ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ appeared first on KNews Odisha.