ରାଷ୍ଟ୍ରପତିଙ୍କ ଗାଲରେ ବାଜିଲା ଚାପୁଡା, ଭିଡ଼ିଓ ହେଲା ଭାଇରାଲ
ରାଷ୍ଟ୍ରପତିଙ୍କ ଗାଲରେ ବାଜିଲା ଚାପୁଡ଼ା । ବିନାମ ବନ୍ଦରରୁ ଭାଇରାଲ ହେଲା ଭିଡିଓ । ଦେଶର ପ୍ରଥମ ନାଗରିକ ବିଶ୍ୱ ସାମ୍ନାରେ ହେଲେ ବେଜିତ୍ । ଏ ଭିଡିଓକୁ ଦେଖି ବେଶ୍ ଅନୁଭବ କରିପାରୁଥିବେ ସେତେବେଳେ ରାଷ୍ଟ୍ରପତିଙ୍କ ଅବସ୍ଥା କିପରି ହୋଇଥିବ ।