ରାସ୍ତା କଡରେ ଛିଡା ହୋଇଥିବା ବସକୁ ପିଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲୁଗାଁ: ବସକୁ ପିଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଦୁର୍ଘଟଣା ହୋଇଛି । ବ୍ରହ୍ମପୁରରୁ ଭୁବନେଶ୍ବର ଯାଉଥିବା ଏକ ବସ୍ ସୁବୁଦ୍ଧିପାଟଣା ଛକ ନିକଟରେ ଯାତ୍ରୀଙ୍କୁ ନେବା ପାଇଁ ରାସ୍ତା କଡରେ ଛିଡା ହୋଇଥିଲା । ଠିକ ସେତିକିବେଳେ ଆସିକାରୁ ଭୁବନେଶ୍ବର ଆସୁଥିବା ଆଉ ଏକ ବସ ପଛପଟୁ ଧକ୍କା ଦେଇଥିଲା । ବସର ସମ୍ମୁଖ ଭାଗ ଭାଙ୍ଗିରୁଜି […] The post ରାସ୍ତା କଡରେ ଛିଡା ହୋଇଥିବା ବସକୁ ପିଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ appeared first on KNews Odisha.

ରାସ୍ତା କଡରେ ଛିଡା ହୋଇଥିବା ବସକୁ ପିଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
BUS QQ D

ବାଲୁଗାଁ: ବସକୁ ପିଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନମ୍ବର ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଦୁର୍ଘଟଣା ହୋଇଛି । ବ୍ରହ୍ମପୁରରୁ ଭୁବନେଶ୍ବର ଯାଉଥିବା ଏକ ବସ୍ ସୁବୁଦ୍ଧିପାଟଣା ଛକ ନିକଟରେ ଯାତ୍ରୀଙ୍କୁ ନେବା ପାଇଁ ରାସ୍ତା କଡରେ ଛିଡା ହୋଇଥିଲା । ଠିକ ସେତିକିବେଳେ ଆସିକାରୁ ଭୁବନେଶ୍ବର ଆସୁଥିବା ଆଉ ଏକ ବସ ପଛପଟୁ ଧକ୍କା ଦେଇଥିଲା । ବସର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

 

ଆହୁରି ପଢ଼ନ୍ତୁ :  ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌, ୩୦ ଯାତ୍ରୀ ଆହତ

The post ରାସ୍ତା କଡରେ ଛିଡା ହୋଇଥିବା ବସକୁ ପିଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ appeared first on KNews Odisha.