ରାସ୍ତାପାରି ହେଉଥିବାବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ୨ ମୃତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ବଡ଼ଗାଁ ଥାନା ଖୁଣ୍ଟମୁଣ୍ଡା ୧୦ ନମ୍ୱର ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଓ ଦୁଇଜଣ ଗୁରୁତର ହୋଇଛନ୍ତି। ରାସ୍ତା ପାରି ହେଉଥିବାବେଳେ ଏକ ବାଇକ ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ଉକ୍ତ ବାଇକରେ ତିନି ଜଣ ଥିଲେ। ଘଟଣାସ୍ଥଳରେ ପଥଚାରୀ ସହିତ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଉତ୍ୟକ୍ତଲୋକେ ରାସ୍ତା ରୋକ କରିଥିବା ଦେରିବାକୁ ମିଳିଛି।