ରାସ୍ତାରେ ଯାଉଥିଲେ ଡ୍ରେନରେ ଗଳି ପଡ଼ିଲେ

ରାସ୍ତାରେ_ଯାଉଥିଲେ_ଡ୍ରେନରେ_ଗଳି_ପଡ଼ିଲେ ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ଆଗରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍। ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ କରିବା ପରେ ଏହା ଏକ ଦୁର୍ଘଟଣା ବୋଲି ଜଣା ପଡିଛି। ମୃତ ସନାତନ ମଦ୍ୟପାନ କରିବା ସହ ରାସ୍ତାକଡ଼ ଡ୍ରେନ୍ ଭିତରକୁ ଗଳି ପଡୁଥିବାର ଦୃଶ୍ୟ CCTV ରେ କଏଦ ହୋଇଛି।

ରାସ୍ତାରେ ଯାଉଥିଲେ ଡ୍ରେନରେ ଗଳି ପଡ଼ିଲେ
Array