ରାହୁଲ ଗାନ୍ଧୀଙ୍କୁ ଡେଟ୍ କରିବାକୁ ଚାହୁଁଥିଲେ କରୀନା କପୁର, କହିଲେ ଆମେ ଦୁହେଁ…
ନୂଆଦିଲ୍ଲୀ,୨୧।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବହୁ ଯୁବତୀଙ୍କ ପସନ୍ଦର ପୁରୁଷ ଅଟନ୍ତି। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ରାହୁଲ ଗାନ୍ଧୀଙ୍କୁ ଖୁବ୍ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ସେ ଏନେଇ ଖୁଲାସା କରିଛନ୍ତି। ଏଥିରେ ସେ କହିଛନ୍ତି ରାହୁଲଙ୍କ ସହ ସେ ଡେଟ୍ରେ ଯିବାକୁ ଚାହାନ୍ତି। ଆଉ ତାଙ୍କୁ ଭଲ ଭାବରେ ଜାଣିବାକୁ ଚାହାନ୍ତି। ସେ ରାହୁଲଙ୍କ ବଡ଼ ପ୍ରଶଂସକ ଅଟନ୍ତି। କରୀନାଙ୍କ ଏହି ସାକ୍ଷାତାକାର ବହୁତ […] The post ରାହୁଲ ଗାନ୍ଧୀଙ୍କୁ ଡେଟ୍ କରିବାକୁ ଚାହୁଁଥିଲେ କରୀନା କପୁର, କହିଲେ ଆମେ ଦୁହେଁ… appeared first on Dharitri Odia News.
ନୂଆଦିଲ୍ଲୀ,୨୧।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବହୁ ଯୁବତୀଙ୍କ ପସନ୍ଦର ପୁରୁଷ ଅଟନ୍ତି। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ରାହୁଲ ଗାନ୍ଧୀଙ୍କୁ ଖୁବ୍ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ସେ ଏନେଇ ଖୁଲାସା କରିଛନ୍ତି। ଏଥିରେ ସେ କହିଛନ୍ତି ରାହୁଲଙ୍କ ସହ ସେ ଡେଟ୍ରେ ଯିବାକୁ ଚାହାନ୍ତି। ଆଉ ତାଙ୍କୁ ଭଲ ଭାବରେ ଜାଣିବାକୁ ଚାହାନ୍ତି। ସେ ରାହୁଲଙ୍କ ବଡ଼ ପ୍ରଶଂସକ ଅଟନ୍ତି।
କରୀନାଙ୍କ ଏହି ସାକ୍ଷାତାକାର ବହୁତ ପୁରୁଣା। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସେ ଏହି ସାକ୍ଷାତାକର ଦେବା ସମୟରେ ସୈଫ ଅଲ୍ଲୀ ଖାନ୍ଙ୍କୁ ବିବାହ କରି ନ ଥିଲେ। ତେବେ ଏହି ସାକ୍ଷାତକାରରେ ସେ ରାହୁଲଙ୍କୁ ନିଜର ପସନ୍ଦର ପୁରୁଷ ବୋଲି କହିଥିଲେ।
The post ରାହୁଲ ଗାନ୍ଧୀଙ୍କୁ ଡେଟ୍ କରିବାକୁ ଚାହୁଁଥିଲେ କରୀନା କପୁର, କହିଲେ ଆମେ ଦୁହେଁ… appeared first on Dharitri Odia News.