ରାୟଗଡା ଜିଲ୍ଲାରେ ପହଞ୍ଚିିଛନ୍ତି MRC ର ୫ ଜଣିଆ ଟିମ,ଡିପଥେରିଆ ବ୍ୟାପିବା ଘଟଣାରେ କରିବେ ଅନୁଧ୍ୟାନ
ରାୟଗଡା-ରାୟଗଡା ଜିଲ୍ଲାରେ ପହଞ୍ଚିିଛନ୍ତି MRC ୫ ଜଣିଆ ବିଶେଷଜ୍ଞ ଟିମ । ମନୁସପଦରରେ ଡିପଥେରିଆ ବ୍ୟାପିବା ଘଟଣାରେ ସ୍ଥିତି ଅନୁଧ୍ୟାନ କରିବ ଟିମ୍ । ଏହି ବିଶେଷଜ୍ଞ ଟିମରେ ତିନିଜଣ ବୈଜ୍ଞାନିକଙ୍କ ସହ WHO ସଦସ୍ୟ ଅଛନ୍ତି । ଏହି ଦଳ ଆସନ୍ତାକାଲି ରାୟଗଡା ଜିଲ୍ଲା ମନସୁପଦର ଗାଁ କୁ ଯିବ । ୫ ଜଣ ଶିଶୁଙ୍କ ମୃତ୍ୟୁର କାରଣ ଖୋଜିବ । କେଉଁ ବ୍ୟାକ୍ଟେରିଆ ଯୋଗୁଁ ଏହିଭଳି ରୋଗ ହେଲା ତାହାର ସମସ୍ତ କାରଣ ଖୋଜିବ […] The post ରାୟଗଡା ଜିଲ୍ଲାରେ ପହଞ୍ଚିିଛନ୍ତି MRC ର ୫ ଜଣିଆ ଟିମ,ଡିପଥେରିଆ ବ୍ୟାପିବା ଘଟଣାରେ କରିବେ ଅନୁଧ୍ୟାନ appeared first on KNews Odisha.

ରାୟଗଡା-ରାୟଗଡା ଜିଲ୍ଲାରେ ପହଞ୍ଚିିଛନ୍ତି MRC ୫ ଜଣିଆ ବିଶେଷଜ୍ଞ ଟିମ । ମନୁସପଦରରେ ଡିପଥେରିଆ ବ୍ୟାପିବା ଘଟଣାରେ ସ୍ଥିତି ଅନୁଧ୍ୟାନ କରିବ ଟିମ୍ । ଏହି ବିଶେଷଜ୍ଞ ଟିମରେ ତିନିଜଣ ବୈଜ୍ଞାନିକଙ୍କ ସହ WHO ସଦସ୍ୟ ଅଛନ୍ତି । ଏହି ଦଳ ଆସନ୍ତାକାଲି ରାୟଗଡା ଜିଲ୍ଲା ମନସୁପଦର ଗାଁ କୁ ଯିବ । ୫ ଜଣ ଶିଶୁଙ୍କ ମୃତ୍ୟୁର କାରଣ ଖୋଜିବ । କେଉଁ ବ୍ୟାକ୍ଟେରିଆ ଯୋଗୁଁ ଏହିଭଳି ରୋଗ ହେଲା ତାହାର ସମସ୍ତ କାରଣ ଖୋଜିବ ଏହି ଟିମ । ଏହି ରୋଗ ୨୦ ବର୍ଷ ପରେ ଦେଖିବାକୁ ମିଳିଛି ଯାହାକୁ ନେଇ IMRC ଓ WHO ଚିନ୍ତା ପ୍ରକଟ କରିଛନ୍ତି ।
The post ରାୟଗଡା ଜିଲ୍ଲାରେ ପହଞ୍ଚିିଛନ୍ତି MRC ର ୫ ଜଣିଆ ଟିମ,ଡିପଥେରିଆ ବ୍ୟାପିବା ଘଟଣାରେ କରିବେ ଅନୁଧ୍ୟାନ appeared first on KNews Odisha.