ରିମାଣ୍ଡରେ ଗଲା ସନ୍ଦିଗ୍ଧ ଆତଙ୍କୀ ବୁଖାରୀ । ଭୁବନେଶ୍ୱରରେ ଆଇବି ଟିମ୍ । ଏସଟିଏଫ୍ ଟିମ୍ ସହ ମିଶି କରିବ ଜେରା ।

କନକ ବ୍ୟୁରୋ: ରିମାଣ୍ଡରେ ଗଲା ସନ୍ଦିଗ୍ଧ ଆତଙ୍କବାଦୀ ସୟଦ୍ ଇସାନ୍ ବୁଖାରୀ । ରିମାଣ୍ଡରେ ଆସିବା ପରେ ଆତଙ୍କୀ ଲିଙ୍କ ନେଇ ବୁଖାରୀକୁ ହେବ ଜେରା ।ଏନଆଇଏ, କାଶ୍ମୀର ପୁଲିସ, ପଞ୍ଜାବ ପୋଲିସକୁ ଦିଆଯାଇଛି ସୂଚନା । ଏସଟିଏଫ୍ ସହ ମିଶି ଗୁଇନ୍ଦା ବିଭାଗ କରିବ ତଦନ୍ତ । ଏସଟିଏଫ୍ ଏସପି କେକେ ପାଣିଗ୍ରାହୀଙ୍କ ସୂଚନା । ତେବେ ଦିନକୁ ଦିନ ବୁଖାରୀ ବିରୋଧରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଅନ୍ୟପଟେ ଯାଜପୁରର ଏକ […] The post ରିମାଣ୍ଡରେ ଗଲା ସନ୍ଦିଗ୍ଧ ଆତଙ୍କୀ ବୁଖାରୀ । ଭୁବନେଶ୍ୱରରେ ଆଇବି ଟିମ୍ । ଏସଟିଏଫ୍ ଟିମ୍ ସହ ମିଶି କରିବ ଜେରା । first appeared on Kanak News.

ରିମାଣ୍ଡରେ ଗଲା ସନ୍ଦିଗ୍ଧ ଆତଙ୍କୀ ବୁଖାରୀ । ଭୁବନେଶ୍ୱରରେ ଆଇବି ଟିମ୍ । ଏସଟିଏଫ୍ ଟିମ୍ ସହ ମିଶି କରିବ ଜେରା ।

କନକ ବ୍ୟୁରୋ: ରିମାଣ୍ଡରେ ଗଲା ସନ୍ଦିଗ୍ଧ ଆତଙ୍କବାଦୀ ସୟଦ୍ ଇସାନ୍ ବୁଖାରୀ । ରିମାଣ୍ଡରେ ଆସିବା ପରେ ଆତଙ୍କୀ ଲିଙ୍କ ନେଇ ବୁଖାରୀକୁ ହେବ ଜେରା ।ଏନଆଇଏ, କାଶ୍ମୀର ପୁଲିସ, ପଞ୍ଜାବ ପୋଲିସକୁ ଦିଆଯାଇଛି ସୂଚନା । ଏସଟିଏଫ୍ ସହ ମିଶି ଗୁଇନ୍ଦା ବିଭାଗ କରିବ ତଦନ୍ତ । ଏସଟିଏଫ୍ ଏସପି କେକେ ପାଣିଗ୍ରାହୀଙ୍କ ସୂଚନା । ତେବେ ଦିନକୁ ଦିନ ବୁଖାରୀ ବିରୋଧରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଅନ୍ୟପଟେ ଯାଜପୁରର ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ବୁଖାରୀର ପତ୍ନୀକୁ ସ୍କୁଲରୁ କାଢିଦିଆଯାଇଥିବା ସୂଚନା ରହିଛି ।

 

The post ରିମାଣ୍ଡରେ ଗଲା ସନ୍ଦିଗ୍ଧ ଆତଙ୍କୀ ବୁଖାରୀ । ଭୁବନେଶ୍ୱରରେ ଆଇବି ଟିମ୍ । ଏସଟିଏଫ୍ ଟିମ୍ ସହ ମିଶି କରିବ ଜେରା । first appeared on Kanak News.