ରିଲାଏନ୍ସ ୱେୟାର ହାଉସ ଷ୍ଟୋର ମ୍ୟାନେଜର କରୁଛନ୍ତି ଜୁଲୁମ୍ ! bhadrak reliance warehouse workers allegation

ରିଲାଏନ୍ସ ୱେୟାର ହାଉସ ଷ୍ଟୋର ମ୍ୟାନେଜର କରୁଛନ୍ତି ଜୁଲୁମ୍ ! ରିଲିଆନ୍ସ ମେଟ୍ରୋ ଓୟାର ହାଉସ କମ୍ପାନୀର ଜୁଲୁମ୍। କମ୍ପାନୀର ନିଯୁକ୍ତ ଯୁବକ ଯୁବତୀଙ୍କ ଉପରେ ଅମାନବୀୟ ଅତ୍ୟାଚାର ନେଇ ଆସିଲା ସଙ୍ଗୀନ ଅଭିଯୋଗ। ଆଉ ଏନେଇ ଷ୍ଟୋର ଫାଟକରେ ତାଲା