ରିଲିଜ୍ ହେଲା ଶେହନାଜଙ୍କ ପ୍ରଥମ ଆଇଟମ୍ ଗୀତ ‘Sajna Ve Sajna’, କିଲର ଲୁକ୍ ଦେଖି ଫ୍ୟାନ୍ସ ଦିୱାନା
ମୁମ୍ଵାଇ ୦୯।୧୦: ରାଜକୁମାର ରାଓ ଏବଂ ତୃପ୍ତି ଡିମରୀଙ୍କ ଅପକମିଂ ଫିଲ୍ମ 'ବିକି ବିଦ୍ୟା କା ୱୋ ୱାଲା ଭିଡିଓ'। ଯାହାର ଆଉ ଏକ ଗୀତ ମୁକ୍ତିଲାଭ କରିଛି। ଏହା ହେଉଛି ଫିଲ୍ମର ଆଇଟମ୍ ସଙ୍ଗ। ଯେଉଁଥିରେ ଶେହନାଜ ଗିଲ ରାଜକୁମାର ରାଓଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। 'ସଜନା ଭେ ସଜନା' ହେଉଛି ରାଜକୁମାର ରାଓ ଏବଂ ଶେହନାଜ ଗିଲଙ୍କ ଆଇଟମ୍ ଗୀତ । ଏହି ଗୀତ ରିଲିଜ୍ ହେବା ମାତ୍ରେ ଶେହନାଜ ଗିଲଙ୍କ ମୁଭ୍ସ୍ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।ଶେହନାଜ ଗିଲଙ୍କର ପ୍ରଥମ ଆଇଟମ୍ ଗୀତ ପ୍ରଶଂସକମାନେ ଶେହନାଜ ଗିଲ ଏବଂ ରାଜକୁମାର ରାଓଙ୍କ ଆଇଟମ୍ ଗୀତକୁ ବହୁତ ପସନ୍ଦ କରୁଛନ୍ତି। ଶେହନାଜ ଗିଲ ପ୍ରଥମ ଥର ପାଇଁ 'ସଜନା ଭେ ସଜନା'ରୁ ଏକ ଆଇଟମ୍ ଗୀତରେ ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ କିଲର ମୁଭସ୍, ବୋଲ୍ଡ ଷ୍ଟାଇଲ୍କୁ ବହୁତ ପସନ୍ଦ କରୁଛନ୍ତି । ଏହି ଗୀତକୁ ଦେଖି ପ୍ରଶଂସକମାନେ କହୁଛନ୍ତି ଯେ ଶେଖନାଜ ଗିଲଙ୍କ ସାମ୍ନାରେ ତୃପ୍ତି ଫିକା । View this post on InstagramA post shared by Shehnaaz Gill (@shehnaazgill)ସବୁ ଲାଇମ୍ ଲାଇଟ୍ ଶେହନାଜ୍ ହାସଲ କରିଛନ୍ତି। ରାଜକୁମାର ଏବଂ ତୃପ୍ତିଙ୍କ ଫିଲ୍ମକୁ ରାଜ ଶାଣ୍ଡିଲିଆ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୧ ରେ ମୁକ୍ତିଲାଭ କରିବ। ଫିଲ୍ମ ବକ୍ସ ଅଫିସରେ ଆଲିଆ ଭଟ୍ଟଙ୍କ ଫିଲ୍ମ 'ଜିଗ୍ରା'କୁ ଟକ୍କର ଦେବାକୁ ଯାଉଛି। ଏ
ମୁମ୍ଵାଇ ୦୯।୧୦: ରାଜକୁମାର ରାଓ ଏବଂ ତୃପ୍ତି ଡିମରୀଙ୍କ ଅପକମିଂ ଫିଲ୍ମ 'ବିକି ବିଦ୍ୟା କା ୱୋ ୱାଲା ଭିଡିଓ'। ଯାହାର ଆଉ ଏକ ଗୀତ ମୁକ୍ତିଲାଭ କରିଛି। ଏହା ହେଉଛି ଫିଲ୍ମର ଆଇଟମ୍ ସଙ୍ଗ। ଯେଉଁଥିରେ ଶେହନାଜ ଗିଲ ରାଜକୁମାର ରାଓଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। 'ସଜନା ଭେ ସଜନା' ହେଉଛି ରାଜକୁମାର ରାଓ ଏବଂ ଶେହନାଜ ଗିଲଙ୍କ ଆଇଟମ୍ ଗୀତ । ଏହି ଗୀତ ରିଲିଜ୍ ହେବା ମାତ୍ରେ ଶେହନାଜ ଗିଲଙ୍କ ମୁଭ୍ସ୍ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।
ଶେହନାଜ ଗିଲଙ୍କର ପ୍ରଥମ ଆଇଟମ୍ ଗୀତ
ପ୍ରଶଂସକମାନେ ଶେହନାଜ ଗିଲ ଏବଂ ରାଜକୁମାର ରାଓଙ୍କ ଆଇଟମ୍ ଗୀତକୁ ବହୁତ ପସନ୍ଦ କରୁଛନ୍ତି। ଶେହନାଜ ଗିଲ ପ୍ରଥମ ଥର ପାଇଁ 'ସଜନା ଭେ ସଜନା'ରୁ ଏକ ଆଇଟମ୍ ଗୀତରେ ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ କିଲର ମୁଭସ୍, ବୋଲ୍ଡ ଷ୍ଟାଇଲ୍କୁ ବହୁତ ପସନ୍ଦ କରୁଛନ୍ତି । ଏହି ଗୀତକୁ ଦେଖି ପ୍ରଶଂସକମାନେ କହୁଛନ୍ତି ଯେ ଶେଖନାଜ ଗିଲଙ୍କ ସାମ୍ନାରେ ତୃପ୍ତି ଫିକା ।
ସବୁ ଲାଇମ୍ ଲାଇଟ୍ ଶେହନାଜ୍ ହାସଲ କରିଛନ୍ତି। ରାଜକୁମାର ଏବଂ ତୃପ୍ତିଙ୍କ ଫିଲ୍ମକୁ ରାଜ ଶାଣ୍ଡିଲିଆ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୧୧ ରେ ମୁକ୍ତିଲାଭ କରିବ। ଫିଲ୍ମ ବକ୍ସ ଅଫିସରେ ଆଲିଆ ଭଟ୍ଟଙ୍କ ଫିଲ୍ମ 'ଜିଗ୍ରା'କୁ ଟକ୍କର ଦେବାକୁ ଯାଉଛି। ଏହି ଫିଲ୍ମଟି ପାରିବାରିକ ଚଳଚ୍ଚିତ୍ର ଉପରେ ଆଧାରିତ।