ରିଲ୍ସ ଦେଖି ଆତ୍ମହତ୍ୟା କଲେ ପଞ୍ଚମ ଶ୍ରେଣୀ ଛାତ୍ର
ଲକ୍ଷ୍ନୌ,୨୨।୧୨: ଉତ୍ତରପ୍ରଦେଶର ହମିରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫୋନରେ ରିଲ୍ସ ଦେଖି ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ଆତ୍ମହତ୍ୟ କରିଛନ୍ତି। ସହରର ୱାର୍ଡ ନମ୍ବର ୧୮ ରବୀନ୍ଦ୍ରନାଥ ଟାଗୋର ନଗରର ବାସିନ୍ଦା ଅବଧେଶ ସାହୁଙ୍କ ପୁଅ ନିଖିଲ (୧୧) ସହରର ଏକ ସରକାରୀ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ। ବାପା କହିଛନ୍ତି ଯେ, ଅପରାହ୍ନ ୨ଟା ପରେ ସ୍କୁଲରୁ ଫେରିବା ପରେ ସେ ଘରେ ଥିବା ସୋଫାରେ ବସି ମୋବାଇଲରେ ରିଲ୍ସ […] The post ରିଲ୍ସ ଦେଖି ଆତ୍ମହତ୍ୟା କଲେ ପଞ୍ଚମ ଶ୍ରେଣୀ ଛାତ୍ର appeared first on Dharitri Odia News.
ଲକ୍ଷ୍ନୌ,୨୨।୧୨: ଉତ୍ତରପ୍ରଦେଶର ହମିରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫୋନରେ ରିଲ୍ସ ଦେଖି ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ଆତ୍ମହତ୍ୟ କରିଛନ୍ତି।
ସହରର ୱାର୍ଡ ନମ୍ବର ୧୮ ରବୀନ୍ଦ୍ରନାଥ ଟାଗୋର ନଗରର ବାସିନ୍ଦା ଅବଧେଶ ସାହୁଙ୍କ ପୁଅ ନିଖିଲ (୧୧) ସହରର ଏକ ସରକାରୀ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ। ବାପା କହିଛନ୍ତି ଯେ, ଅପରାହ୍ନ ୨ଟା ପରେ ସ୍କୁଲରୁ ଫେରିବା ପରେ ସେ ଘରେ ଥିବା ସୋଫାରେ ବସି ମୋବାଇଲରେ ରିଲ୍ସ ଦେଖୁଥିଲେ। ଏହି ରିଲ୍ସ ଦେଖି ସେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଫ୍ୟାନ୍ରେ ଝୁଲୁଥିବାର ଦେଖି ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କୁ ମୃତ ଘୋଷଣା କରିଥିଲେ।
The post ରିଲ୍ସ ଦେଖି ଆତ୍ମହତ୍ୟା କଲେ ପଞ୍ଚମ ଶ୍ରେଣୀ ଛାତ୍ର appeared first on Dharitri Odia News.