ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ,୧୩ ଜଣଙ୍କର ମୃତ୍ୟୁ ଓ ୧୨ରୁ ଅଧିକ ଲୋକ ଆହତ

ନନ୍ଦିଘୋଷ ବ୍ୟୁରୋ :  ୟୁକ୍ରେନ ବିରୋଧରେ ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ... The post ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ,୧୩ ଜଣଙ୍କର ମୃତ୍ୟୁ ଓ ୧୨ରୁ ଅଧିକ ଲୋକ ଆହତ appeared first on .

ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ,୧୩ ଜଣଙ୍କର ମୃତ୍ୟୁ ଓ ୧୨ରୁ ଅଧିକ ଲୋକ ଆହତ

ନନ୍ଦିଘୋଷ ବ୍ୟୁରୋ :  ୟୁକ୍ରେନ ବିରୋଧରେ ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ୩୬୭ଟି ଡ୍ରୋନ୍‌ ଓ ମିଶାଇଲ ମାଡ଼ କରିଥିଲା ରୁଷିଆ। ୟୁକ୍ରେନର ଝିଟୋର୍ମି ସହର ଉପରକୁ ରୁଷିଆ ଘନଘନ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ୟୁକ୍ରେନର ୧୧୦ଟି ଡ୍ରୋନ୍‌କୁ ମାରି ମାରି ଖସାଇ ଦେଇଥିବା କହିଛି ରୁଷିଆ। ରୁଷିଆର ଏୟାରଷ୍ଟ୍ରାଇ୍‌କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ନିନ୍ଦା କରିଛନ୍ତି। ଟ୍ରମ୍ପ କହିଛନ୍ତି ରୁଷିଆର ପତ୍ତନ ଆରମ୍ଭ ହୋଇଗଲା।

The post ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ,୧୩ ଜଣଙ୍କର ମୃତ୍ୟୁ ଓ ୧୨ରୁ ଅଧିକ ଲୋକ ଆହତ appeared first on .