ରୁଷିଆରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ମସ୍କୋ,୧୯ା୭: ରୁଷିଆରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ କରିଛି। ଦିଲ୍ଲୀରୁ ସାନ୍‌ ଫ୍ରାନ୍‌ସିସ୍କୋ ଯାଉଥିବା ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷିଆର କ୍ରାସ୍ନୋୟାର୍ସ୍କ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଆଇ-୧୮୩ ବିମାନ ଅବତରଣ କରିଥିଲା। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏୟାର ଇଣ୍ଡିଆ କହିଛି, ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋକୁ ଉଡ଼ାଣ କରିଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୧୮୩ର ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷିଆର କ୍ରାସ୍ନୋୟାର୍ସ୍କ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପଠାଯାଇଛି। ବିମାନଟି […] The post ରୁଷିଆରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ appeared first on Dharitri Odia News.

ରୁଷିଆରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ମସ୍କୋ,୧୯ା୭: ରୁଷିଆରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ କରିଛି। ଦିଲ୍ଲୀରୁ ସାନ୍‌ ଫ୍ରାନ୍‌ସିସ୍କୋ ଯାଉଥିବା ବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷିଆର କ୍ରାସ୍ନୋୟାର୍ସ୍କ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଆଇ-୧୮୩ ବିମାନ ଅବତରଣ କରିଥିଲା।

ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏୟାର ଇଣ୍ଡିଆ କହିଛି, ଦିଲ୍ଲୀରୁ ସାନ ଫ୍ରାନ୍ସିସ୍କୋକୁ ଉଡ଼ାଣ କରିଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୧୮୩ର ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷିଆର କ୍ରାସ୍ନୋୟାର୍ସ୍କ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପଠାଯାଇଛି। ବିମାନଟି ନିରାପଦରେ ଅବତରଣ କରିଛି ଏବଂ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରିବାବେଳେ ଯାତ୍ରୀମାନଙ୍କର ଯତ୍ନ ନିଆଯିବା ପାଇଁ ଆମେ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛୁ। ଏୟାର ଇଣ୍ଡିଆରେ ଆମର ଗ୍ରାହକ ଏବଂ କର୍ମଚାରୀଙ୍କ ସୁରକ୍ଷା ଏବଂ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ହୋଇ ର

The post ରୁଷିଆରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ appeared first on Dharitri Odia News.