ରେଳଧାରଣ ବ୍ରିଜ ଉପରେ ପଡିଛି ପୁଅର ଖଣ୍ଡ ଖଣ୍ଡ ଶରୀର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରାନ୍ଦିଆ ଓ ବାଉଦପୁର ରେଳଷ୍ଟେସନ ମଝିରେ ଥିବା ସାଳନ୍ଦୀ ବ୍ରିଜ ରେଳ ଧାରଣା ନିକଟରୁ ରଞ୍ଜନଙ୍କ ମୃତ ଦେ ହ ଉଦ୍ଧାର କରାଯାଇଥିବା ରେଳୱେ ପୁଲିସ ପକ୍ଷରୁ କୁହାଯାଇଛି। ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛି ରେଳବାଇ ପୁଲିସ । Odish