ରୋହିତଙ୍କ ସ୍ଥାନରେ ବୁମ୍‌ରା ସମ୍ଭାଳିଲେ ଅଧିନାୟକ ଦାୟିତ୍ୱ? ଜାଣନ୍ତୁ କାରଣ

ଧର୍ମଶାଳା,୯।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍‌ ବେଳେ ଭାରତୀୟ ଟିମ୍‌ରୁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ପୀଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏହାକୁ ନେଇ ସେ ଫିଲ୍ଡିଂ କରିବାକୁ ଶନିବାର ଆସି ନ ଥିଲେ। ତାଙ୍କ ବଦଳରେ ଷ୍ଟାର ବୋଲର୍‌ ଜସପ୍ରିତ ବୁମ୍‌ରା ଅଧିନାୟକ ଦାୟିତ୍ୱ ତୁଲାଇଥିବା ଦେଖାଯାଇଥିଲା। କହିରଖୁଛୁ, ବୁମ୍‌ରାଙ୍କ ପାଖରେ ଟେଷ୍ଟରେ ଅଧିନାୟକ ହେବାର ଅଭିଜ୍ଞତା ରହିଛି। ରୋହିତଙ୍କୁ କରୋନା […] The post ରୋହିତଙ୍କ ସ୍ଥାନରେ ବୁମ୍‌ରା ସମ୍ଭାଳିଲେ ଅଧିନାୟକ ଦାୟିତ୍ୱ? ଜାଣନ୍ତୁ କାରଣ appeared first on Dharitri Odia News.

ରୋହିତଙ୍କ ସ୍ଥାନରେ ବୁମ୍‌ରା ସମ୍ଭାଳିଲେ ଅଧିନାୟକ ଦାୟିତ୍ୱ? ଜାଣନ୍ତୁ କାରଣ

ଧର୍ମଶାଳା,୯।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍‌ ବେଳେ ଭାରତୀୟ ଟିମ୍‌ରୁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ପୀଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏହାକୁ ନେଇ ସେ ଫିଲ୍ଡିଂ କରିବାକୁ ଶନିବାର ଆସି ନ ଥିଲେ। ତାଙ୍କ ବଦଳରେ ଷ୍ଟାର ବୋଲର୍‌ ଜସପ୍ରିତ ବୁମ୍‌ରା ଅଧିନାୟକ ଦାୟିତ୍ୱ ତୁଲାଇଥିବା ଦେଖାଯାଇଥିଲା।

କହିରଖୁଛୁ, ବୁମ୍‌ରାଙ୍କ ପାଖରେ ଟେଷ୍ଟରେ ଅଧିନାୟକ ହେବାର ଅଭିଜ୍ଞତା ରହିଛି। ରୋହିତଙ୍କୁ କରୋନା ହେବା ସମୟରେ ସେ ଜୁଲାଇ ୨୦୨୨ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଅଧିନାୟକ ହୋଇଥିଲେ।

The post ରୋହିତଙ୍କ ସ୍ଥାନରେ ବୁମ୍‌ରା ସମ୍ଭାଳିଲେ ଅଧିନାୟକ ଦାୟିତ୍ୱ? ଜାଣନ୍ତୁ କାରଣ appeared first on Dharitri Odia News.