ର୍ଲା ବ୍ଲକ ମିଶନ ଶକ୍ତି ଭବନ ରେ ବ୍ଲକ ସ୍ତରୀୟ କବି ସମ୍ମିଳନୀ
କଳାହାଣ୍ଡି, ୩୧/୦୧ (ଜଗନ୍ନାଥ ନାଏକ) : ଆଜି ନର୍ଲା ବ୍ଲକ ମିଶନ ଶକ୍ତି ଆନୁକୁଲ୍ୟ ରେ ଏକ ବ୍ଲକ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏନ୍ ଜଗଜିବନ ଚୌଧୁରୀ , ସିଡିପିଓ ବିନୋଦିନୀ ପଣ୍ଡା ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଅନାଦି ଚରଣ ଗିରି ବ୍ଲକ ବିପିଶି ପ୍ରମୁଖ ଯୋଗଦେଇଥିଲେ, ଏହି ସମ୍ମିଳନୀ ରେ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ରୁ ଅଧିକ […] The post ର୍ଲା ବ୍ଲକ ମିଶନ ଶକ୍ତି ଭବନ ରେ ବ୍ଲକ ସ୍ତରୀୟ କବି ସମ୍ମିଳନୀ appeared first on Odisha.News.
କଳାହାଣ୍ଡି, ୩୧/୦୧ (ଜଗନ୍ନାଥ ନାଏକ) : ଆଜି ନର୍ଲା ବ୍ଲକ ମିଶନ ଶକ୍ତି ଆନୁକୁଲ୍ୟ ରେ ଏକ ବ୍ଲକ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏନ୍ ଜଗଜିବନ ଚୌଧୁରୀ , ସିଡିପିଓ ବିନୋଦିନୀ ପଣ୍ଡା ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଅନାଦି ଚରଣ ଗିରି ବ୍ଲକ ବିପିଶି ପ୍ରମୁଖ ଯୋଗଦେଇଥିଲେ, ଏହି ସମ୍ମିଳନୀ ରେ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ରୁ ଅଧିକ ଓଡ଼ିଆ ଭାଷା ପ୍ରେମୀ କବି ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସମସ୍ତ କବି ମାନଙ୍କୁ ମିଶନ ଶକ୍ତି କାର୍ଯ୍ୟାଳୟ ପକ୍ଷରୁ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା, ଏବଂ ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ଉପଢୋକନ୍ ଦେଇ ସମ୍ମାନିତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ବ୍ଲକ ଲେବେଲ ଫ୍ରେଡରେଶନ ର ସଭାନେତ୍ରୀ ସଂଗୀତା ଭୋଇ , ସମ୍ପାଦିକା ବିନ୍ଦୁଲତା ସାମଲ ଓ ସମସ୍ତ ମହିଳା ଗୋଷ୍ଠି ସଦସ୍ୟା ଙ୍କ ସମେତ ଏମବିକେ, ସିଆରପି ସମୂହ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ଏଭଳି ବ୍ଲକ ସ୍ତରୀୟ କବି ସମ୍ମିଳନୀ କୁ ମିଶନ ଶକ୍ତି ବ୍ଲକ ପ୍ରୋଗ୍ରାମ କୋଡ଼ିନେଟର ରୋହିତ ବିଶ୍ବାଳ ପରିଚାଳନା କରିଥିଲେ
The post ର୍ଲା ବ୍ଲକ ମିଶନ ଶକ୍ତି ଭବନ ରେ ବ୍ଲକ ସ୍ତରୀୟ କବି ସମ୍ମିଳନୀ appeared first on Odisha.News.