ଲକ୍ଷ ହିଁ ସଫଳତାର ମାର୍ଗ -ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର:ଲକ୍ଷ ହିଁ ସଫଳତାର ମାର୍ଗ। ସଫଳତା ହାସଲ କରିବାକୁ ଯେପରି ଲକ୍ଷ ରଖାଯାଇ ବିଜୟ ହାସଲ କରିବାକୁ ଉଦ୍ୟମ କରିବାକୁ ପଡିଥାଏ, ଜୀବନର ପ୍ରତିଟି ପାହାଚ ଓ ସବୁ କ୍ଷେତ୍ରରେ ଏଭଳି ଲକ୍ଷ ରହିବା ଉଚିତ ବୋଲିବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।ଯୁଯୋମୁରା ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ତୀରନ୍ଦାଜି ପ୍ରତିଯୋଗିତାର ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଆଚାର୍ଯ୍ୟ ପ୍ରତିଯୋଗୀ ମାନଙ୍କୁ ଏହା କହିଛନ୍ତି। ଏହି ଉପଲକ୍ଷେ […] The post ଲକ୍ଷ ହିଁ ସଫଳତାର ମାର୍ଗ -ପ୍ରସନ୍ନ ଆଚାର୍ଯ୍ୟ appeared first on Odisha.News.

ଲକ୍ଷ ହିଁ ସଫଳତାର ମାର୍ଗ -ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର:ଲକ୍ଷ ହିଁ ସଫଳତାର ମାର୍ଗ। ସଫଳତା ହାସଲ କରିବାକୁ ଯେପରି ଲକ୍ଷ ରଖାଯାଇ ବିଜୟ ହାସଲ କରିବାକୁ ଉଦ୍ୟମ କରିବାକୁ ପଡିଥାଏ, ଜୀବନର ପ୍ରତିଟି ପାହାଚ ଓ ସବୁ କ୍ଷେତ୍ରରେ ଏଭଳି ଲକ୍ଷ ରହିବା ଉଚିତ ବୋଲିବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।ଯୁଯୋମୁରା ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ତୀରନ୍ଦାଜି ପ୍ରତିଯୋଗିତାର ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଆଚାର୍ଯ୍ୟ ପ୍ରତିଯୋଗୀ ମାନଙ୍କୁ ଏହା କହିଛନ୍ତି।
ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ଶ୍ରୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ତୀରନ୍ଦାଜି ସଂଘ ର ସଭାପତି କିଶୋର ଦେହୁରୀ, ଉପ ସଭାପତି ଅଶ୍ୱିନୀ କୁମୁରା, ଜିଲ୍ଲା ସଙ୍ଘ ଉପଦେଷ୍ଟା ସୁରେଶ୍ୱର ପ୍ରଧାନ ଓ ରାଜ୍ୟ ତଥା ଜିଲ୍ଲା ସଙ୍ଘର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

The post ଲକ୍ଷ ହିଁ ସଫଳତାର ମାର୍ଗ -ପ୍ରସନ୍ନ ଆଚାର୍ଯ୍ୟ appeared first on Odisha.News.