ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଯୁବକଙ୍କୁ ଗିରଫ କରି ସ୍କୁଟର ଜବତ କଲା ପୋଲିସ
ଜଳେଶ୍ବର ୧୯।୯: ଜଳେଶ୍ଵର ପୋଲିସକୁ ବଡ ସଫଳତା । ଅଗ୍ରୱାଲା ବାଇପାସ ନିକଟରୁ ୨୮୫ ଗ୍ରାମର ବ୍ରାଉନ ସୁଗାର ଜବତ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ୫୦ ହଜାର ଟଙ୍କା ହେବ। ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳ ବ୍ରାଉନ ସୁଗାରର ହବ ପାଲଟିଛି । ଗୁରୁବାର ଭୋର ୪ଟା ୩୦ ମିନିଟ୍ ସମୟରେ ଜଳେଶ୍ଵର ଥାନା ରାଜପୁର ଅଞ୍ଚଳର ୨୮ ବର୍ଷର ଯୁବକ ସ୍କୁଟର ଯୋଗେ ପଶ୍ଚିମବଙ୍ଗ ଅଞ୍ଚଳରୁ ବ୍ରାଉନ ସୁଗାର ନେଇ ଆସୁଥିବା ଜଳେଶ୍ଵର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଚଢାଉ ସମୟରେ ତା ନିକଟରୁ ୨୮୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏକ ସ୍କୁଟର ଓ ନଗଦ ୮୮୦ଟଙ୍କା ଜବତ କରିଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ଵର ଏସଡିପିଓ ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି ।You Can Read:ଭାରସାମ୍ୟ ହରାଇ ମିଠା ଦୋକାନରେ ମାଡିଗଲା କାର୍, ଜଣେ ଯୁବକ ଗୁରୁତର
ଜଳେଶ୍ବର ୧୯।୯: ଜଳେଶ୍ଵର ପୋଲିସକୁ ବଡ ସଫଳତା । ଅଗ୍ରୱାଲା ବାଇପାସ ନିକଟରୁ ୨୮୫ ଗ୍ରାମର ବ୍ରାଉନ ସୁଗାର ଜବତ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ୫୦ ହଜାର ଟଙ୍କା ହେବ।
ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳ ବ୍ରାଉନ ସୁଗାରର ହବ ପାଲଟିଛି । ଗୁରୁବାର ଭୋର ୪ଟା ୩୦ ମିନିଟ୍ ସମୟରେ ଜଳେଶ୍ଵର ଥାନା ରାଜପୁର ଅଞ୍ଚଳର ୨୮ ବର୍ଷର ଯୁବକ ସ୍କୁଟର ଯୋଗେ ପଶ୍ଚିମବଙ୍ଗ ଅଞ୍ଚଳରୁ ବ୍ରାଉନ ସୁଗାର ନେଇ ଆସୁଥିବା ଜଳେଶ୍ଵର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଚଢାଉ ସମୟରେ ତା ନିକଟରୁ ୨୮୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏକ ସ୍କୁଟର ଓ ନଗଦ ୮୮୦ଟଙ୍କା ଜବତ କରିଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ଵର ଏସଡିପିଓ ଦିଲ୍ଲୀପ ସାହୁ ସୂଚନା ଦେଇଛନ୍ତି ।
You Can Read: