ଲକ୍ଷ୍ମୀସାଗରରେ କ୍ରିକେଟ୍ ଖେଳକୁ ନେଇ ଗଣ୍ଡଗୋଳ, ରାସ୍ତାରେ ବସିଲେ ଲୋକ

ଭୁବନେଶ୍ବର ୨୯।୧୨: କ୍ରିକେଟ୍ ଖେଳକୁ ନେଇ ଗଣ୍ଡଗୋଳ । ଭୁବନେଶ୍ବର ଲକ୍ଷ୍ମୀସାଗର ହାଇସ୍କୁଲ ପଡ଼ିଆରେ କ୍ରିକେଟ୍ ଖେଳ ବନ୍ଦକୁ ନେଇ ତୁମୁଳକାଣ୍ଡ ଘଟିଛି । ଲକ୍ଷ୍ମୀସାଗର-କଟକ ରୋଡ୍‌ ରାସ୍ତା ଉପରେ ବସି ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ରାସ୍ତା ଅବରୋଧ ଫଳରେ ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । କ୍ରିକେଟ୍ ଆୟୋଜକଙ୍କ ସହ ଖେଳାଳି ରାସ୍ତା ଉପରେ ବସି ରାସ୍ତା ବନ୍ଦ କରିଛନ୍ତି । You Can Read:ଏଥର ଓଡ଼ିଆ ଅସ୍ମିତାର ପରିଚୟ ହେବ ଐତିହାସିକ ବରଗଡ ଧନୁଯାତ୍ରା, ଖର୍ଚ୍ଚ ବାବଦକୁ ସରକାର ଦେବେ ଦେଢ଼ କୋଟି

ଲକ୍ଷ୍ମୀସାଗରରେ କ୍ରିକେଟ୍ ଖେଳକୁ ନେଇ ଗଣ୍ଡଗୋଳ, ରାସ୍ତାରେ ବସିଲେ ଲୋକ

ଭୁବନେଶ୍ବର ୨୯।୧୨: କ୍ରିକେଟ୍ ଖେଳକୁ ନେଇ ଗଣ୍ଡଗୋଳ । ଭୁବନେଶ୍ବର ଲକ୍ଷ୍ମୀସାଗର ହାଇସ୍କୁଲ ପଡ଼ିଆରେ କ୍ରିକେଟ୍ ଖେଳ ବନ୍ଦକୁ ନେଇ ତୁମୁଳକାଣ୍ଡ ଘଟିଛି । ଲକ୍ଷ୍ମୀସାଗର-କଟକ ରୋଡ୍‌ ରାସ୍ତା ଉପରେ ବସି ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ରାସ୍ତା ଅବରୋଧ ଫଳରେ ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । କ୍ରିକେଟ୍ ଆୟୋଜକଙ୍କ ସହ ଖେଳାଳି ରାସ୍ତା ଉପରେ ବସି ରାସ୍ତା ବନ୍ଦ କରିଛନ୍ତି । 

You Can Read:

ଏଥର ଓଡ଼ିଆ ଅସ୍ମିତାର ପରିଚୟ ହେବ ଐତିହାସିକ ବରଗଡ ଧନୁଯାତ୍ରା, ଖର୍ଚ୍ଚ ବାବଦକୁ ସରକାର ଦେବେ ଦେଢ଼ କୋଟି