ଲଗାଣ ବର୍ଷା ଯୋଗୁଁ ଉଜୁଡିଗଲା ଏକର ଏକର ମୁଗ ଫସଲ, ଚିନ୍ତାରେ ଚାଷୀ

ଚଣ୍ଡିଖୋଲ ୨୧।୩: କାଳବୈଶାଖୀ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଲଗାଣ ବର୍ଷାରେ ଚାଷୀକକୂଳ ବେଶ୍ ପ୍ରଭାବିତ ହୋଇଛନ୍ତି । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବଡଘୁମୁରି ପଂଚାୟତରେ ଏକର ଏକର ଚାଷ ଜମିରେ ମୁଗ ଚାଷ କରିଥିଲେ ଚାଷୀ । ଆଉ କିଛି ଦିନ ପରେ ମୁଗ ଅମଳ ହୋଇଥାନ୍ତା । ମୁଗ ଗଛ ଗୁଡିକରେ ଫୁଲ ଧରି ଆସିଥିବା ବେଳେ ଦୁଇଦିନ ଧରି ଲଗାଣ ବର୍ଷାରେ ବେଶ୍ କ୍ଷତିଗ୍ରସ୍ତ ହୋଇଛି ମୁଗ ଚାଷ । ଏଠାରେ ମୁଗ ଚାଷ ଏକ ପ୍ରମୁଖ ଚାଷ ହୋଇଥିବା ବେଳେ ଧାର ଉଦ୍ଧାର କରି ଚାଷୀମାନେ ମୁଗ ଚାଷ କରିଥିବା ବେଳେ ଲଗାଣ ବର୍ଷା ଯୋଗୁ ମୁଗ ଫସଲ ଉଜୁଡିଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ କୂଳ । ଏ ନେଇ ସରକାର  କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।You Can Read:୧୦କୋଟିର ଗଞ୍ଜେଇ ପୋଡ଼ି ନଷ୍ଟ କଲା ବୌଦ୍ଧ ପୋଲିସ, ୩୧ଟି ମାମଲାରେ ହୋଇଥିଲା ଜବତ

ଲଗାଣ ବର୍ଷା ଯୋଗୁଁ ଉଜୁଡିଗଲା ଏକର ଏକର ମୁଗ ଫସଲ, ଚିନ୍ତାରେ ଚାଷୀ

ଚଣ୍ଡିଖୋଲ ୩: କାଳବୈଶାଖୀ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଲଗାଣ ବର୍ଷାରେ ଚାଷୀକକୂଳ ବେଶ୍ ପ୍ରଭାବିତ ହୋଇଛନ୍ତି । 

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବଡଘୁମୁରି ପଂଚାୟତରେ ଏକର ଏକର ଚାଷ ଜମିରେ ମୁଗ ଚାଷ କରିଥିଲେ ଚାଷୀ । ଆଉ କିଛି ଦିନ ପରେ ମୁଗ ଅମଳ ହୋଇଥାନ୍ତା । ମୁଗ ଗଛ ଗୁଡିକରେ ଫୁଲ ଧରି ଆସିଥିବା ବେଳେ ଦୁଇଦିନ ଧରି ଲଗାଣ ବର୍ଷାରେ ବେଶ୍ କ୍ଷତିଗ୍ରସ୍ତ ହୋଇଛି ମୁଗ ଚାଷ । ଏଠାରେ ମୁଗ ଚାଷ ଏକ ପ୍ରମୁଖ ଚାଷ ହୋଇଥିବା ବେଳେ ଧାର ଉଦ୍ଧାର କରି ଚାଷୀମାନେ ମୁଗ ଚାଷ କରିଥିବା ବେଳେ ଲଗାଣ ବର୍ଷା ଯୋଗୁ ମୁଗ ଫସଲ ଉଜୁଡିଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ କୂଳ । ଏ ନେଇ ସରକାର  କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

You Can Read:

୧୦କୋଟିର ଗଞ୍ଜେଇ ପୋଡ଼ି ନଷ୍ଟ କଲା ବୌଦ୍ଧ ପୋଲିସ, ୩୧ଟି ମାମଲାରେ ହୋଇଥିଲା ଜବତ