ଲମ୍ବା ଛୁଟି ନେବେ ରଣବୀର ସିଂ

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ ଏବଂ ନାୟିକା ଦୀପିକା ପାଦୁକୋନ ବଲିଉଡର ଏକକ୍ୟୁଟ କପଲ। ବର୍ତ୍ତମାନ ଏହି ଦମ୍ପତି ମାତାପିତା ହେବାକୁ ଯାଉଛନ୍ତି। ଦୀପିକା କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଗର୍ଭବତୀ ଥିବା ଘୋଷଣା କରିଥିଲେ। ସେପ୍ଟେମ୍ବରରେ ଏମାନେ ପାରେଣ୍ଟସ୍‌ ହେବାକୁ ଯାଉଛନ୍ତି। ରଣବୀର ସିଂ ଶିଶୁ ଏବଂ ଦୀପିକାଙ୍କ ସହ ସମୟ ବିତାଇବା ପାଇଁ ପ୍ୟାଟରନିଟି ଲିଭ ନେବାକୁ ଯୋଜନା କରୁଛନ୍ତି। ଏହି ଛୁଟିଦିନଗୁଡିକ ବହୁତ ଲମ୍ବା ହେବବୋଲି କୁହାଯାଉଛି। ଜୁମର ରିପୋର୍ଟ […] The post ଲମ୍ବା ଛୁଟି ନେବେ ରଣବୀର ସିଂ appeared first on Dharitri Odia News.

ଲମ୍ବା ଛୁଟି ନେବେ ରଣବୀର ସିଂ

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ ଏବଂ ନାୟିକା ଦୀପିକା ପାଦୁକୋନ ବଲିଉଡର ଏକକ୍ୟୁଟ କପଲ। ବର୍ତ୍ତମାନ ଏହି ଦମ୍ପତି ମାତାପିତା ହେବାକୁ ଯାଉଛନ୍ତି। ଦୀପିକା କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଗର୍ଭବତୀ ଥିବା ଘୋଷଣା କରିଥିଲେ। ସେପ୍ଟେମ୍ବରରେ ଏମାନେ ପାରେଣ୍ଟସ୍‌ ହେବାକୁ ଯାଉଛନ୍ତି। ରଣବୀର ସିଂ ଶିଶୁ ଏବଂ ଦୀପିକାଙ୍କ ସହ ସମୟ ବିତାଇବା ପାଇଁ ପ୍ୟାଟରନିଟି ଲିଭ ନେବାକୁ ଯୋଜନା କରୁଛନ୍ତି। ଏହି ଛୁଟିଦିନଗୁଡିକ ବହୁତ ଲମ୍ବା ହେବବୋଲି କୁହାଯାଉଛି।

ଜୁମର ରିପୋର୍ଟ ଅନୁଯାୟୀ, ଦୀପିକା ତାଙ୍କର ସମସ୍ତ ଓ୍ବାର୍କ କମିଟମେଣ୍ଟ ପୂରଣ କରିଛନ୍ତି। ରଣବୀର ଏପର୍ଯ୍ୟନ୍ତ ବିରତି ନେବାକୁ ଯୋଜନା କରିନାହାଁନ୍ତି ଏବଂ ବର୍ତ୍ତମାନ ଏକ ବର୍ଷ ପାଇଁ ପ୍ୟାଟରନିଟି ଲିଭ ନେବାକୁ ଯୋଜନା କରୁଛନ୍ତି। ଯାହାଫଳରେ ସେ ଦୀପିକା ଏବଂ ଶିଶୁଙ୍କ ସହ ସମୟ ବିତାଇ ପାରିବେ।
ଏହାପୂର୍ବରୁ ରଣବୀର ସିଂଙ୍କ ସିଡ୍ୟୁଲ ପୁର୍ରା ପ୍ୟାକ ହୋଇଥିଲା କିନ୍ତୁ ବାଇଜୁ ବାଜୱାଙ୍କ ସହ ତାଙ୍କର ଏକ ବର୍ଷର ଡେଟସ୍‌ ଫ୍ରି ହୋଇଥିବାରୁ ସେ ଡନ ୩ ଏବଂ ଶକ୍ତିମାନଙ୍କ ପୂର୍ବରୁ କୌଣସି ପ୍ରୋଜେକ୍ଟ ଆରମ୍ଭ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସେ ଅବଶିଷ୍ଟ ବର୍ଷଗୁଡ଼ିକୁ ପତ୍ନୀ ଦୀପିକା ଏବଂ ଶିଶୁଙ୍କ ସହ ବିତାଇବେ।

The post ଲମ୍ବା ଛୁଟି ନେବେ ରଣବୀର ସିଂ appeared first on Dharitri Odia News.