ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଶୁଟରଙ୍କୁ ଜାଳିଦେଲେ: ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଦାବିନ୍ଦର ନିଜକୁ କଲା ଦାୟୀ
ଚଣ୍ଡିଗଡ଼,୨୯।୧: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଜଣେ ଶୁଟରଙ୍କୁ ହରିୟାଣାରେ ହାତଗୋଡ଼ ବାନ୍ଧି ଜାଳି ଦିଆଯାଇଛି। ରଞ୍ଜନ ନାମକ ଏହି ଶୁଟର ବହୁ ଗ୍ୟାଙ୍ଗ୍ଓ୍ବାରରେ ସାମିଲ ଥିଲେ। ସୋମବାର ଯମୁନାନଗର ଜିଲାରେ ତାଙ୍କ ମୃତଦେହ ଠାବ ହୋଇଛି। ତାଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଦାବିନ୍ଦର ବମ୍ବିହା ନିଜକୁ ଦାୟୀ କରିଛନ୍ତି। ହତ୍ୟା କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ବୋଲି ଦାବିନ୍ଦର ଫେସ୍ବୁକ୍ ପୋଷ୍ଟରେ ଲେଖିଛନ୍ତି। ରଞ୍ଜନଙ୍କୁ ହତ୍ୟା କରାଯିବାର କାରଣ ଜଣାପଡ଼ି ନ ଥିବା ଜଣେ […] The post ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଶୁଟରଙ୍କୁ ଜାଳିଦେଲେ: ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଦାବିନ୍ଦର ନିଜକୁ କଲା ଦାୟୀ appeared first on Dharitri Odia News.
ଚଣ୍ଡିଗଡ଼,୨୯।୧: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଜଣେ ଶୁଟରଙ୍କୁ ହରିୟାଣାରେ ହାତଗୋଡ଼ ବାନ୍ଧି ଜାଳି ଦିଆଯାଇଛି। ରଞ୍ଜନ ନାମକ ଏହି ଶୁଟର ବହୁ ଗ୍ୟାଙ୍ଗ୍ଓ୍ବାରରେ ସାମିଲ ଥିଲେ। ସୋମବାର ଯମୁନାନଗର ଜିଲାରେ ତାଙ୍କ ମୃତଦେହ ଠାବ ହୋଇଛି। ତାଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଦାବିନ୍ଦର ବମ୍ବିହା ନିଜକୁ ଦାୟୀ କରିଛନ୍ତି।
ହତ୍ୟା କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ବୋଲି ଦାବିନ୍ଦର ଫେସ୍ବୁକ୍ ପୋଷ୍ଟରେ ଲେଖିଛନ୍ତି। ରଞ୍ଜନଙ୍କୁ ହତ୍ୟା କରାଯିବାର କାରଣ ଜଣାପଡ଼ି ନ ଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
The post ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଶୁଟରଙ୍କୁ ଜାଳିଦେଲେ: ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଦାବିନ୍ଦର ନିଜକୁ କଲା ଦାୟୀ appeared first on Dharitri Odia News.