ଲଳିତ ଦାସ OSSSC ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର : ଓଏସଏସଏସସିର ନୂଆ ଅଧ୍ୟକ୍ଷ ହେଲେ ଲଳିତ ଦାସ । ପୂର୍ବତନ ଆଇପିଏସ ଲଳିତ ଦାସଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ସବୋର୍ଡିନେଟ ଷ୍ଟାଫ ସିଲେକ୍ ସନ କମିସନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ସହ ଆଉ ଦୁଇଜଣଙ୍କୁ ମଧ୍ୟ ଓଏସଏସଏସସିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ପୂର୍ବତନ ଆଇଏଏସ ଡ. ଉଦ୍ଧବ ଚନ୍ଦ୍ର ମାଝୀ ଓ ପୂର୍ବତନ ଓଏଏସ ସରୋଜ କୁମାର ମିଶ୍ରଙ୍କୁ ଓଏସଏସଏସସିର […] The post ଲଳିତ ଦାସ OSSSC ନୂଆ ଅଧ୍ୟକ୍ଷ appeared first on KNews Odisha.

ଲଳିତ ଦାସ OSSSC ନୂଆ ଅଧ୍ୟକ୍ଷ
lalit das

ଭୁବନେଶ୍ୱର : ଓଏସଏସଏସସିର ନୂଆ ଅଧ୍ୟକ୍ଷ ହେଲେ ଲଳିତ ଦାସ । ପୂର୍ବତନ ଆଇପିଏସ ଲଳିତ ଦାସଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ସବୋର୍ଡିନେଟ ଷ୍ଟାଫ ସିଲେକ୍ ସନ କମିସନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ସହ ଆଉ ଦୁଇଜଣଙ୍କୁ ମଧ୍ୟ ଓଏସଏସଏସସିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ପୂର୍ବତନ ଆଇଏଏସ ଡ. ଉଦ୍ଧବ ଚନ୍ଦ୍ର ମାଝୀ ଓ ପୂର୍ବତନ ଓଏଏସ ସରୋଜ କୁମାର ମିଶ୍ରଙ୍କୁ ଓଏସଏସଏସସିର ସଦସ୍ୟ ଭାବେ ନିଯୁକ୍ତି ମିଳିଛି ।

The post ଲଳିତ ଦାସ OSSSC ନୂଆ ଅଧ୍ୟକ୍ଷ appeared first on KNews Odisha.