ଲାଇଭ୍ ମ୍ୟାଚ୍ରେ ଅଚାନକ୍ ବିଗିଡିଲା ଖେଳାଳିଙ୍କ ଅବସ୍ଥା, ଫିଲ୍ଡିଂ ପାଇଁ ଆସିଲେ ରିଟାୟର୍ଡ ଖେଳାଳି
ନୂଆଦିଲ୍ଲୀ ୦୮/୧୦: ସାଉଥ୍ ଆଫ୍ରିକା ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଖେଳାଚାଲିଛି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ । ଏହି ସିରିଜର ଶେଷ ମ୍ୟାଚ୍ରେ ଦେକିବାକୁ ମିଳିଥିଲା ଗଜବ ଦୃଶ୍ୟ । ଯାହେ କେବଳ ଦର୍ଶକ ନୁହେଁ ହାଜର ହଜାର ଲୋକେ ବି ହୋଇପଡିଥିଲେ ତାଜବୁ । ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏହି ଦୃଶ୍ୟ । ସିରିଜ୍ର ଶେଷ ମ୍ୟାଚ୍ରେ ଦୁଇ ଟିମ୍ ଆବୁଧାବୀର ଶେଖ୍ ଜାୟଦ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହୋଇଥିଲେ । ଏହି ମୁକାବିଲା ମଧ୍ୟରେ ସାଉଥ୍ ଆଫ୍ରିକାର ବ୍ୟାଟିଂ କୋଚ୍ ହଠାତ୍ ମୈଦାନରେ ମାରିଥିଲେ ଏଣ୍ଟ୍ରି । Coach JP Duminy fielding for South Africa pic.twitter.com/DTppCnT2Cz— cricket station (@ShayanR84472894) October 7, 2024ସୂଚନା ଥାଉକି, ୟୁଏଇରେ ପ୍ରବଳ ଗରମ ହେତୁ ଜନଜୀବନ ଅସ୍ୟବ୍ୟସ୍ତ ହୋଇପଡିଛି । ଫଳରେ ଏହି ଗରମରେ ଛଟପଟ ହେଉଛନ୍ତି ସାଉଥ୍ ଆଫ୍ରିକା ଖେଳାଳି । ଫଳରେ ଖେଳାଳିଙ୍କୁ ଆରାମ ଦେବାକୁ ଯାଇଁ ଟିମ୍ ପାଖରେ କମିଛି ଖେଳାଳିଙ୍କ ସଂଖ୍ୟା । ଫିଲ୍ଡରେ ବି ଫିଲ୍ଡର କମିଛନ୍ତି । ତେବେ ଏହାକୁ ଦେଖିବା ପରେ ମୈଦାନକୁ ଏଣ୍ଟ୍ରି ମାରିଥିଲେ ପୂର୍ବତନ ଦକ୍ଷିମ ଆଫ୍ରିକା ଖେଳାଳି ଜେ.ପି ଡୁମିନି । କହିବାକ ଗଲେ ଡୁମିନି ବର୍ତ୍ତମାନ ଟିମ୍ର ବ୍ୟାଟିଂ କୋଚ୍ ଅଛନ୍ତି । ମୁକାବିଲା ମଧ୍ୟରେ ଫିଲ୍ଡିଂ କରିଥିଲେ ଆଉ ଯାହା ଟିମ୍କୁ ବେଶ ସହାୟତା ହୋଇଥିଲା । ଜେପି ଡୁମିନି,
ନୂଆଦିଲ୍ଲୀ ୦୮/୧୦: ସାଉଥ୍ ଆଫ୍ରିକା ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଖେଳାଚାଲିଛି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ । ଏହି ସିରିଜର ଶେଷ ମ୍ୟାଚ୍ରେ ଦେକିବାକୁ ମିଳିଥିଲା ଗଜବ ଦୃଶ୍ୟ । ଯାହେ କେବଳ ଦର୍ଶକ ନୁହେଁ ହାଜର ହଜାର ଲୋକେ ବି ହୋଇପଡିଥିଲେ ତାଜବୁ । ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏହି ଦୃଶ୍ୟ । ସିରିଜ୍ର ଶେଷ ମ୍ୟାଚ୍ରେ ଦୁଇ ଟିମ୍ ଆବୁଧାବୀର ଶେଖ୍ ଜାୟଦ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହୋଇଥିଲେ । ଏହି ମୁକାବିଲା ମଧ୍ୟରେ ସାଉଥ୍ ଆଫ୍ରିକାର ବ୍ୟାଟିଂ କୋଚ୍ ହଠାତ୍ ମୈଦାନରେ ମାରିଥିଲେ ଏଣ୍ଟ୍ରି ।
Coach JP Duminy fielding for South Africa pic.twitter.com/DTppCnT2Cz— cricket station (@ShayanR84472894) October 7, 2024
ସୂଚନା ଥାଉକି, ୟୁଏଇରେ ପ୍ରବଳ ଗରମ ହେତୁ ଜନଜୀବନ ଅସ୍ୟବ୍ୟସ୍ତ ହୋଇପଡିଛି । ଫଳରେ ଏହି ଗରମରେ ଛଟପଟ ହେଉଛନ୍ତି ସାଉଥ୍ ଆଫ୍ରିକା ଖେଳାଳି । ଫଳରେ ଖେଳାଳିଙ୍କୁ ଆରାମ ଦେବାକୁ ଯାଇଁ ଟିମ୍ ପାଖରେ କମିଛି ଖେଳାଳିଙ୍କ ସଂଖ୍ୟା । ଫିଲ୍ଡରେ ବି ଫିଲ୍ଡର କମିଛନ୍ତି । ତେବେ ଏହାକୁ ଦେଖିବା ପରେ ମୈଦାନକୁ ଏଣ୍ଟ୍ରି ମାରିଥିଲେ ପୂର୍ବତନ ଦକ୍ଷିମ ଆଫ୍ରିକା ଖେଳାଳି ଜେ.ପି ଡୁମିନି । କହିବାକ ଗଲେ ଡୁମିନି ବର୍ତ୍ତମାନ ଟିମ୍ର ବ୍ୟାଟିଂ କୋଚ୍ ଅଛନ୍ତି । ମୁକାବିଲା ମଧ୍ୟରେ ଫିଲ୍ଡିଂ କରିଥିଲେ ଆଉ ଯାହା ଟିମ୍କୁ ବେଶ ସହାୟତା ହୋଇଥିଲା ।
ଜେପି ଡୁମିନି, ୫ ବର୍ଷ ତଳେ ଅନ୍ତରାଷ୍ଟ୍ରୀୟ ଖେଳରୁ ନେିଥିବା ସନ୍ୟାସ । ଏହାରି ଭିତରେ ତାଙ୍କୁ ପୁଣିଥରେ ଖେଳ ମୈଦାନରେ ଦେଖିବାକୁ ମିଳିଛି । ଖାସ୍ କରି ଫିଲ୍ଡିଂ କରି ସେ ସାଥୀ ଖେଳାଳିଙ୍କୁ ଚିଅର ଅପ୍ କରିଥିଲେ। ୨୦୧୯ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁୁ ସନ୍ୟାସ ନେଇଥିବା ଡୁମିନି ସାଉଥ୍ ଆଫ୍ରିକା ପାଇଁ ଖେଳିଛନ୍ତି ୪୬ ଟେଷ୍ଟ, ୧୯୯ ଦିନିକିଆ, ଏବଂ ୮୧ ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।