ଲାକମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ, ରାମ୍ପରେ ଜଲ୍‌ଓ୍ୱା ଦେଖାଇଲେ ମଡେଲ୍

ଭୁବନେଶ୍ୱର ୦୪।୦୫ : ଲାକ୍‌ମୀ ଏକାଡେମୀ ପକ୍ଷରୁ ଦ୍ବିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଲିଉଡ୍ ଅଭିନେତ୍ରୀ ଶିତଲ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଲାକମୀ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ପ୍ରସଂଶା କରିଥିଲେ। ଏହି ଅବସରରେ ଏକାଡେମୀ ଦ୍ବାରା ଏକ ଫ୍ୟାସନ ସୋ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏକାଡେମୀର ଛାତ୍ରୀ ମାନଙ୍କଦ୍ବାରା ସୁସଜ୍ଜିତ କରାଯାଇଥିବା ମଡେଲ ମାନେ ରାମ୍ପ ରେ ଚାଲିଥିଲେ। କାର୍ଯ୍ୟକ୍ରମରେ ଓଲିଉଡ୍ ତାରକା ପୂର୍ଣ୍ଣିମା ବରାଳ, ଅନ୍ବେଶା ବିଶ୍ବାଳ, ଲାକମୀର  ଜୋନାଲ ହେଡ୍ ଶୁଭାଷିସ ମହାପାତ୍ର , ଆଞ୍ଚଳିକ ଏକାଡେମିକ୍ ମୁଖ୍ୟ  ଅନନ୍ୟା ବାରୁ , କ୍ଷେତ୍ର ବିକ୍ରୟ ପରିଚାଳକ ଲିଙ୍କନ୍ ତାରାଇ , ନିର୍ଦ୍ଦେଶକ ରେନୁପ୍ରଭା ପ୍ରଧାନ, ନିର୍ଦ୍ଦେଶକ ପ୍ରଦୀପ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୌନ୍ଦର୍ଯ୍ୟ ଶିଳ୍ପରେ ନିଜ କ୍ୟାରିୟରବନାଇବାକୁ ଚାହୁଁଥିବା ଯୁବପିଢୀଙ୍କ ପାଇଁ ଏହା ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ। ଯୁବପିଢୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଭବାନୀ ମଲ୍‌ରେ ଖୋଲିଥିବା ଆପଟେକ୍‌ର ଲାକ୍‌ମୀ ଏକାଡ଼େମୀ ଫ୍ୟାସନ ଟ୍ରେଣ୍ଡ ସହ ହେୟାର ଡିଜାଇନ୍ ସୌନ୍ଦର୍ଯ୍ୟ, ଚର୍ମ ଏବଂ କେଶର ଯତ୍ନ,କର୍ପୋରେଟ୍ ମେକ୍‌ଅପ୍‌, ବ୍ୟକ୍ତିଗତ ଗ୍ରୁମିଙ୍ଗ, ବ୍ରାଇଡ଼ାଲ୍ ମେକ୍‌ଅପ୍‌, କ୍ଲାସିକ୍ କଟ୍‌, କ୍ରିଏଟିଭ୍‌ କଟ୍‌, କେଶର ରଙ୍ଗ ଇତ୍ୟିାଦିରେ କୋଚିଂ ଦିଆଯାଏ । ଯେଉଁମାନେ ଏଠ

ଲାକମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ, ରାମ୍ପରେ ଜଲ୍‌ଓ୍ୱା ଦେଖାଇଲେ ମଡେଲ୍

ଭୁବନେଶ୍ୱର ୦୪।୦୫ : ଲାକ୍‌ମୀ ଏକାଡେମୀ ପକ୍ଷରୁ ଦ୍ବିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଲିଉଡ୍ ଅଭିନେତ୍ରୀ ଶିତଲ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଲାକମୀ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ପ୍ରସଂଶା କରିଥିଲେ। ଏହି ଅବସରରେ ଏକାଡେମୀ ଦ୍ବାରା ଏକ ଫ୍ୟାସନ ସୋ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏକାଡେମୀର ଛାତ୍ରୀ ମାନଙ୍କଦ୍ବାରା ସୁସଜ୍ଜିତ କରାଯାଇଥିବା ମଡେଲ ମାନେ ରାମ୍ପ ରେ ଚାଲିଥିଲେ। 

କାର୍ଯ୍ୟକ୍ରମରେ ଓଲିଉଡ୍ ତାରକା ପୂର୍ଣ୍ଣିମା ବରାଳ, ଅନ୍ବେଶା ବିଶ୍ବାଳ, ଲାକମୀର  ଜୋନାଲ ହେଡ୍ ଶୁଭାଷିସ ମହାପାତ୍ର , ଆଞ୍ଚଳିକ ଏକାଡେମିକ୍ ମୁଖ୍ୟ  ଅନନ୍ୟା ବାରୁ , କ୍ଷେତ୍ର ବିକ୍ରୟ ପରିଚାଳକ ଲିଙ୍କନ୍ ତାରାଇ , ନିର୍ଦ୍ଦେଶକ ରେନୁପ୍ରଭା ପ୍ରଧାନ, ନିର୍ଦ୍ଦେଶକ ପ୍ରଦୀପ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୌନ୍ଦର୍ଯ୍ୟ ଶିଳ୍ପରେ ନିଜ କ୍ୟାରିୟରବନାଇବାକୁ ଚାହୁଁଥିବା ଯୁବପିଢୀଙ୍କ ପାଇଁ ଏହା ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ।

 ଯୁବପିଢୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଭବାନୀ ମଲ୍‌ରେ ଖୋଲିଥିବା ଆପଟେକ୍‌ର ଲାକ୍‌ମୀ ଏକାଡ଼େମୀ ଫ୍ୟାସନ ଟ୍ରେଣ୍ଡ ସହ ହେୟାର ଡିଜାଇନ୍ ସୌନ୍ଦର୍ଯ୍ୟ, ଚର୍ମ ଏବଂ କେଶର ଯତ୍ନ,କର୍ପୋରେଟ୍ ମେକ୍‌ଅପ୍‌, ବ୍ୟକ୍ତିଗତ ଗ୍ରୁମିଙ୍ଗ, ବ୍ରାଇଡ଼ାଲ୍ ମେକ୍‌ଅପ୍‌, କ୍ଲାସିକ୍ କଟ୍‌, କ୍ରିଏଟିଭ୍‌ କଟ୍‌, କେଶର ରଙ୍ଗ ଇତ୍ୟିାଦିରେ କୋଚିଂ ଦିଆଯାଏ । ଯେଉଁମାନେ ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ସଫଳତାର ସହ   ଚଳଚ୍ଚିତ୍ର, ବ୍ୟୁୟୁଟି ସେଲୁନ୍ ଏବଂ ଟେଲିଭିଜନରେ ନିଜର କ୍ୟାରିୟର ଆାରମ୍ଭ କରି ପାରିଛନ୍ତି।