ଲାଞ୍ଚ ନେଉଥିବା ବେଳେ ଧରାପଡ଼ିରେ ମେଡ଼ିକାଲ ଅଫିସର

ଆନନ୍ଦପୁର,୧୯।୭: ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲା ସାଇଁକୁଳ ମେଡିକାଲ ଅଫିସର ଡା ରଂଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀ ଡା ରଂଜିତଙ୍କଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ଡାକ୍ତରଙ୍କୁ ଗିରଫ କରି ଅଧିକ ତଦନ୍ତ ଚଲାଇଛି। ଏପରିକି ଭିଜିଲାନ୍ସ ଟିମ୍‌ ଡାକ୍ତରଙ୍କ ଅଫିରରେ ମଧ୍ୟ ତଦନ୍ତ ଜାରି ରଖିଥିବା ଜଣାପଡିଛି। The post ଲାଞ୍ଚ ନେଉଥିବା ବେଳେ ଧରାପଡ଼ିରେ ମେଡ଼ିକାଲ ଅଫିସର appeared first on Dharitri Odia News.

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିରେ ମେଡ଼ିକାଲ ଅଫିସର

ଆନନ୍ଦପୁର,୧୯।୭: ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲା ସାଇଁକୁଳ ମେଡିକାଲ ଅଫିସର ଡା ରଂଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀ ଡା ରଂଜିତଙ୍କଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି।

ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ଡାକ୍ତରଙ୍କୁ ଗିରଫ କରି ଅଧିକ ତଦନ୍ତ ଚଲାଇଛି। ଏପରିକି ଭିଜିଲାନ୍ସ ଟିମ୍‌ ଡାକ୍ତରଙ୍କ ଅଫିରରେ ମଧ୍ୟ ତଦନ୍ତ ଜାରି ରଖିଥିବା ଜଣାପଡିଛି।

The post ଲାଞ୍ଚ ନେଉଥିବା ବେଳେ ଧରାପଡ଼ିରେ ମେଡ଼ିକାଲ ଅଫିସର appeared first on Dharitri Odia News.