ଲିକ୍ ହେଲା ଭିତିରି ଭିଡିଓ , ବାବୁ ଠାରିଲେ ଦିଦି ଧରି ନେଇ ଭିତରେ ପୁରାଇ ଦେଲେ ...
ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଲାଂଚ କାରବାର ହେଇଥିବା ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି । ଜନ୍ମ ପଞ୍ଜିକରଣ ପ୍ରମାଣପତ୍ର ନିମନ୍ତେ ୫୦୦ ଶହ ଟଙ୍କା ଲାଞ୍ଚ ଦିଆ ଯାଉଥିବା ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । Odisha Bhaskar
ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ ଲାଂଚ କାରବାର ହେଇଥିବା ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି । ଜନ୍ମ ପଞ୍ଜିକରଣ ପ୍ରମାଣପତ୍ର ନିମନ୍ତେ ୫୦୦ ଶହ ଟଙ୍କା ଲାଞ୍ଚ ଦିଆ ଯାଉଥିବା ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ।
Odisha Bhaskar