ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ, ଏହି ସମୟରେ ଉଠିବ ମହାଦୀପ

ଭୁବନେଶ୍ୱର,୭।୩: ଶୁକ୍ରବାର ମହାଶିବରାତ୍ରୀ । ଏନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ତେବେ ସମସ୍ତ ନୀତିକାନ୍ତିକୁ ଠିକ୍‌ ସମୟରେ ସୁଚାରୁ ରୂପେ କିପରି କରାଯିବ, ସେନେଇ ଗତକାଲି ଏକ ବୈଠକ ବସିଥିଲା। ଶିବରାତ୍ରୀ ଦିନ ରାତି ୧୦ରେ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। The post ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ, ଏହି ସମୟରେ ଉଠିବ ମହାଦୀପ appeared first on Dharitri Odia News.

ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ, ଏହି ସମୟରେ ଉଠିବ ମହାଦୀପ

ଭୁବନେଶ୍ୱର,୭।୩: ଶୁକ୍ରବାର ମହାଶିବରାତ୍ରୀ । ଏନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ତେବେ ସମସ୍ତ ନୀତିକାନ୍ତିକୁ ଠିକ୍‌ ସମୟରେ ସୁଚାରୁ ରୂପେ କିପରି କରାଯିବ, ସେନେଇ ଗତକାଲି ଏକ ବୈଠକ ବସିଥିଲା। ଶିବରାତ୍ରୀ ଦିନ ରାତି ୧୦ରେ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

The post ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ, ଏହି ସମୟରେ ଉଠିବ ମହାଦୀପ appeared first on Dharitri Odia News.