‘ଲେଡି ବୁମ୍ରା’ ଙ୍କୁ ଦେଖି ଦୁନିଆ ତାଜୁବ, ସ୍କୁଲ ୟୁନିଫର୍ମରେ ଦେଖାଇଲେ ବୋଲିଂର ଯାଦୁ, ଭାଇରାଲ ଭିଡିଓ ଦେଖିଲେ…
ନୂଆଦିଲ୍ଲୀ,୧୮।୮: ଜସପ୍ରୀତ ବୁମ୍ରା ବର୍ତ୍ତମାନ ଦୁନିଆର ସର୍ବୋତ୍ତମ ବୋଲରମାନଙ୍କ ମଧ୍ୟରୁ ଜଣେ। ତାଙ୍କର ଦମ୍ଦାର ବୋଲିଂ ହେତୁ ଭାରତ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ହାତେଇଥିଲା। ବୁମରା ଜଣେ ଅନନ୍ୟ ବୋଲର। ତାଙ୍କର ଆକ୍ସନ ଏବଂ ବୋଲିଂ ସମ୍ପୂର୍ଣ୍ଣ ଭିନ୍ନ, ଯାହା ପ୍ରତ୍ୟେକ ଯୁବପିଢି କପି କରିବାକୁ ଚେଷ୍ଟା କରନ୍ତି । ବର୍ତ୍ତମାନ ଜଣେ ସ୍କୁଲଛାତ୍ରୀ ବୁମରାଙ୍କ ବୋଲିଂଙ୍କୁ ଅନୁରୂପ ଭାବେ କପି କରି ବୋଲିଂ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। […] The post ‘ଲେଡି ବୁମ୍ରା’ ଙ୍କୁ ଦେଖି ଦୁନିଆ ତାଜୁବ, ସ୍କୁଲ ୟୁନିଫର୍ମରେ ଦେଖାଇଲେ ବୋଲିଂର ଯାଦୁ, ଭାଇରାଲ ଭିଡିଓ ଦେଖିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୧୮।୮: ଜସପ୍ରୀତ ବୁମ୍ରା ବର୍ତ୍ତମାନ ଦୁନିଆର ସର୍ବୋତ୍ତମ ବୋଲରମାନଙ୍କ ମଧ୍ୟରୁ ଜଣେ। ତାଙ୍କର ଦମ୍ଦାର ବୋଲିଂ ହେତୁ ଭାରତ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ହାତେଇଥିଲା। ବୁମରା ଜଣେ ଅନନ୍ୟ ବୋଲର। ତାଙ୍କର ଆକ୍ସନ ଏବଂ ବୋଲିଂ ସମ୍ପୂର୍ଣ୍ଣ ଭିନ୍ନ, ଯାହା ପ୍ରତ୍ୟେକ ଯୁବପିଢି କପି କରିବାକୁ ଚେଷ୍ଟା କରନ୍ତି । ବର୍ତ୍ତମାନ ଜଣେ ସ୍କୁଲଛାତ୍ରୀ ବୁମରାଙ୍କ ବୋଲିଂଙ୍କୁ ଅନୁରୂପ ଭାବେ କପି କରି ବୋଲିଂ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓ ଦେଖିବା ପରେ, ଆପଣ ମଧ୍ୟ ଏହି ଝିଅଙ୍କ ‘ଲେଡି ବୁମ୍ରା’ ବୋଲି ଡାକିବାରେ ନିଜକୁ ଅଟକାଇ ପାରିବେ ନାହିଁ । ବୁମରାଙ୍କ ବୋଲିଂକୁ ନକଲ କରିବା ଅତ୍ୟନ୍ତ କଷ୍ଟକର। କିନ୍ତୁ ଏହି ସ୍କୁଲ ଛାତ୍ରୀଜଣକ ବୁମ୍ରାଙ୍କ ବୋଲିଂ ଅବିକଳ କରିଛନ୍ତି ଯାହାକୁ ଦେଖି ପୁରା ଦୁନିଆ ତାଜୁବ ହୋଇଯାଇଛି।
The post ‘ଲେଡି ବୁମ୍ରା’ ଙ୍କୁ ଦେଖି ଦୁନିଆ ତାଜୁବ, ସ୍କୁଲ ୟୁନିଫର୍ମରେ ଦେଖାଇଲେ ବୋଲିଂର ଯାଦୁ, ଭାଇରାଲ ଭିଡିଓ ଦେଖିଲେ… appeared first on Dharitri Odia News.