ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ୮୫ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି

ଭୁବନେଶ୍ୱର ୧୯।୦୫: ମୁଖ୍ୟମନ୍ତ୍ରୀଙ୍କ ୧୧ ତମ ଅଭିଯୋଗ ଶୁଣାଣି। ଆଜିକୁ ମିଶାଇ ୧୦ ଥର ଜନଶୁଣାଣି ଭୁବନେଶ୍ବରରେ ହୋଇଥିବା ବେଳେ ଗତଥର ସମ୍ବଲପୁରରେ ହୋଇଥିଲା। ଆଜି ୟୁନିଟ୍ ୨ରେ ସକାଳ ୮ଟା ୩୦ରୁ ଜନଶୁଣାଣି ଚାଲିଛି। କେତେକ ଗୁରୁତର ରୋଗୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜନ ଅଭିଯୋଗ ଶୁଣାଣିରେ ୮୫ ପ୍ରତିଶତ ସମାଧାନ ହୋଇଛି। ୩୦ଟି ଜିଲ୍ଲାରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟ ଜାରି ରହିଛି। ଖୁବଶୀଘ୍ର ଉତ୍ତର ଓଡ଼ିଶା ସହ ଦକ୍ଷିଣ ଓଡ଼ିଶା, ସହ ଅନ୍ୟ ବଡ଼ ବଡ଼ ସହରରେ ବି ଅଭିଯୋଗ ଶୁଣାଣି କରାଯିବ। 