ଲୋକ ସଭା ନିର୍ବାଚନ: ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍
ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଗୁଜରାଟରେ ତିନିଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଦଳ ସୁରେନ୍ଦ୍ରନଗର ଆସନରୁ ଋତ୍ୱିକ ଭାଇ ମକୱାନା, ଜୁନାଗଡରୁ ହିରବାଇ ଜୋତଓ୍ବା ଏବଂ ଭଡୋଦରା ଆସନରୁ ଯଶପାଲ ସିଂ ପାଦିଆରଙ୍କୁ ଟିକେଟ ଦେଇଛି। ପ୍ରାର୍ଥୀ ତାଲିକା ଶେୟାର କରି ଗୁଜରାଟ କଂଗ୍ରେସ କହିଛି ଯେ, ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମ […] The post ଲୋକ ସଭା ନିର୍ବାଚନ: ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍ appeared first on Dharitri Odia News.
ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଗୁଜରାଟରେ ତିନିଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଦଳ ସୁରେନ୍ଦ୍ରନଗର ଆସନରୁ ଋତ୍ୱିକ ଭାଇ ମକୱାନା, ଜୁନାଗଡରୁ ହିରବାଇ ଜୋତଓ୍ବା ଏବଂ ଭଡୋଦରା ଆସନରୁ ଯଶପାଲ ସିଂ ପାଦିଆରଙ୍କୁ ଟିକେଟ ଦେଇଛି। ପ୍ରାର୍ଥୀ ତାଲିକା ଶେୟାର କରି ଗୁଜରାଟ କଂଗ୍ରେସ କହିଛି ଯେ, ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମ ତାଲିକା ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଗେର୍ର୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରକାଶ ପାଇଛି।

କଂଗ୍ରେସ ଏ ପର୍ଯ୍ୟନ୍ତ ମୋଟ ୨୩୫ ପ୍ରାର୍ଥୀ ଘୋଷଣା କରିଛି। ଦଳ ପୂର୍ବରୁ ୧୨ଟି ଭିନ୍ନ ତାଲିକାରେ ୨୩୨ ଜଣ ପ୍ରାର୍ଥୀ ଘୋଷଣା କରିସାରିଛି। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ରୁ ମତଦାନ ଆରମ୍ଭ ହେବ।
The post ଲୋକ ସଭା ନିର୍ବାଚନ: ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍ appeared first on Dharitri Odia News.