ଲୋକଙ୍କ ସମସ୍ୟା ବୁଝିଲେ ସୋଫିଆ
କଟକ,୧୨।୮: ପ୍ରତି ସୋମବାର ଓ ଗୁରୁବାର ବାରବାଟୀ-କଟକ ବିଧାୟିକା ସୋଫିଆ ର୍ଫିଦ୍ଦୋଷ ଜନ ଶୁଣାଣି କରିବେ। ଆଜି କଟକ ୨୨ ନମ୍ବର ୱାର୍ଡରେ ବିଧାୟିକା ସୋଫିଆଙ୍କ ଜନଶୁଣାଣି ରହିଛି। ଅଞ୍ଚଳବାସୀ ନିଜେ ଆସି ତାଙ୍କ ସମସ୍ୟା କହିଛନ୍ତି। ମହାନଗର ନିଗମ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଲୋକଙ୍କ ଏହି ସମସ୍ୟା କିଭଳି ସମାଧନ ପାଇଁ ପଦକ୍ଷେପ ନିଆଯାଇଛି ତାହା ପଚାରି ସେ ବୁଝୁଛନ୍ତି। The post ଲୋକଙ୍କ ସମସ୍ୟା ବୁଝିଲେ ସୋଫିଆ appeared first on Dharitri Odia News.
କଟକ,୧୨।୮: ପ୍ରତି ସୋମବାର ଓ ଗୁରୁବାର ବାରବାଟୀ-କଟକ ବିଧାୟିକା ସୋଫିଆ ର୍ଫିଦ୍ଦୋଷ ଜନ ଶୁଣାଣି କରିବେ। ଆଜି କଟକ ୨୨ ନମ୍ବର ୱାର୍ଡରେ ବିଧାୟିକା ସୋଫିଆଙ୍କ ଜନଶୁଣାଣି ରହିଛି। ଅଞ୍ଚଳବାସୀ ନିଜେ ଆସି ତାଙ୍କ ସମସ୍ୟା କହିଛନ୍ତି। ମହାନଗର ନିଗମ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଲୋକଙ୍କ ଏହି ସମସ୍ୟା କିଭଳି ସମାଧନ ପାଇଁ ପଦକ୍ଷେପ ନିଆଯାଇଛି ତାହା ପଚାରି ସେ ବୁଝୁଛନ୍ତି।
The post ଲୋକଙ୍କ ସମସ୍ୟା ବୁଝିଲେ ସୋଫିଆ appeared first on Dharitri Odia News.