ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ବ୍ରିଜ୍

ଆସନ୍ତା ୬ ତାରିଖରେ ଚେନାବ ବ୍ରିଜର ଲୋକାର୍ପଣ । ବିଶ୍ୱର ସର୍ବୋଚ୍ଚ ବ୍ରିଜର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ରହିଛି ୩୫୯ ମିଟର ଓ ଲମ୍ବ ୧.୩ କିଲୋମିଟର ।

ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ବ୍ରିଜ୍
Array