ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନଙ୍କ ପାଦ ଛିଣ୍ଡିଲା
ମାଲକାନଗିରି,୨୪ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକମା ଜିଲାରେ ଯବାନମାନେ କୋମ୍ବିଂ ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନଙ୍କ ପାଦ ଛିଣ୍ଡି ଗୋଡ଼ରୁ ଅଲଗା ହୋଇଯାଇଛି। ସେ ହେଲେ ସୁକମା ଜିଲା ପୋଲିସର ପଡିଅମ ବିନୋଦ । ସୁକମା ଜିଲା ଡିଆର୍ଜି ଯବାନମାନେ ରବିବାର ତୁମାଲପାଡ ଓ ରାୟଗୁଡେମ ଅଞ୍ଚଳରେ କୋମ୍ବିଂ ସମୟରେ ତୁମାଲପାଡ ଓ ରାୟଗୁଡେମ ରାସ୍ତାରେ ମାଓବାଦୀମାନେ ଖଞ୍ଜିିଥିବା ଲ୍ୟାଣ୍ଡମାଇନ୍ ଉପରେ ବିନୋଦଙ୍କ ପାଦ ପଡ଼ିଯିବାରୁ ବିସ୍ଫୋରଣ ହୋଇଥିଲା। ଫଳରେ ତାଙ୍କ ପାଦ ଛିଣ୍ଡି ଯାଇଥିଲା। ଅନ୍ୟ […] The post ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନଙ୍କ ପାଦ ଛିଣ୍ଡିଲା appeared first on Dharitri Odia News.
ମାଲକାନଗିରି,୨୪ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକମା ଜିଲାରେ ଯବାନମାନେ କୋମ୍ବିଂ ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନଙ୍କ ପାଦ ଛିଣ୍ଡି ଗୋଡ଼ରୁ ଅଲଗା ହୋଇଯାଇଛି। ସେ ହେଲେ ସୁକମା ଜିଲା ପୋଲିସର ପଡିଅମ ବିନୋଦ । ସୁକମା ଜିଲା ଡିଆର୍ଜି ଯବାନମାନେ ରବିବାର ତୁମାଲପାଡ ଓ ରାୟଗୁଡେମ ଅଞ୍ଚଳରେ କୋମ୍ବିଂ ସମୟରେ ତୁମାଲପାଡ ଓ ରାୟଗୁଡେମ ରାସ୍ତାରେ ମାଓବାଦୀମାନେ ଖଞ୍ଜିିଥିବା ଲ୍ୟାଣ୍ଡମାଇନ୍ ଉପରେ ବିନୋଦଙ୍କ ପାଦ ପଡ଼ିଯିବାରୁ ବିସ୍ଫୋରଣ ହୋଇଥିଲା। ଫଳରେ ତାଙ୍କ ପାଦ ଛିଣ୍ଡି ଯାଇଥିଲା। ଅନ୍ୟ ଯବାନମାନେ ତାଙ୍କୁ ସୁକମା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
The post ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନଙ୍କ ପାଦ ଛିଣ୍ଡିଲା appeared first on Dharitri Odia News.