ଶତାୟୁ ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନଙ୍କ ପରଲୋକ

ଝାରସୁଗୁଡ଼ା ୨୫।୧୦: ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା l ଝାରସୁଗୁଡା ଜିଲ୍ଲା ବାଘମୁଣ୍ଡା ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି lପୂର୍ବତନ ବିଧାୟକ ମକରଧ୍ଵଜ ୧୯୨୪ ମସିହା ଜାନୁଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୫୨ ମସିହାରେ ଓଡିଶାର ପ୍ରଥମ ସାଧାରଣ ନିର୍ବାଚନରେ ମୁରା-ଅମ୍ବାଭନା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ । ୧୯୫୭ ମସିହା ଯାଏଁ ଗୃହର ସଦସ୍ୟ ଥିଲେ ମକରଧ୍ୱଜ ପ୍ରଧାନ l ମକରଧ୍ବଜ ପ୍ରଧାନଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । You Can Read:ପାଣିପାଗ ପୂର୍ବାନୁମାନ ଆହୁରି ଅଧିକ ସୁଦୃଢ଼ ହେବ, ଖୁବ୍‌ଶୀଘ୍ର ଓଡ଼ିଶାରେ ୩ ନୂଆ ରାଡ଼ାର ଲଗାଯିବ  

ଶତାୟୁ ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନଙ୍କ ପରଲୋକ

ଝାରସୁଗୁଡ଼ା ୨୫।୧୦: ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା l ଝାରସୁଗୁଡା ଜିଲ୍ଲା ବାଘମୁଣ୍ଡା ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି l

ପୂର୍ବତନ ବିଧାୟକ ମକରଧ୍ଵଜ ୧୯୨୪ ମସିହା ଜାନୁଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୫୨ ମସିହାରେ ଓଡିଶାର ପ୍ରଥମ ସାଧାରଣ ନିର୍ବାଚନରେ ମୁରା-ଅମ୍ବାଭନା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ । ୧୯୫୭ ମସିହା ଯାଏଁ ଗୃହର ସଦସ୍ୟ ଥିଲେ ମକରଧ୍ୱଜ ପ୍ରଧାନ l ମକରଧ୍ବଜ ପ୍ରଧାନଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । 

You Can Read:

ପାଣିପାଗ ପୂର୍ବାନୁମାନ ଆହୁରି ଅଧିକ ସୁଦୃଢ଼ ହେବ, ଖୁବ୍‌ଶୀଘ୍ର ଓଡ଼ିଶାରେ ୩ ନୂଆ ରାଡ଼ାର ଲଗାଯିବ