ଶନିବାର ଖୋଲିବ କୋଲାବ ଜଳଭଣ୍ଡାର ଗେଟ୍, ଭୟଭୀତ ନହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ
କୋରାପୁଟ: ଶନିବାର ଖୋଲିବ କୋଲାବ ଜଳଭଣ୍ଡାର ଗେଟ। କୋଲାବ ଜଳଭଣ୍ଡାର ଜଳସ୍ତର ୮୫୮ ମିଟର ନିକଟରେ ପହଞ୍ଚିଛି। ସେଥିପାଇଁ ଶନିବାର କୋଲାବ ଜଳଭଣ୍ଡାର ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ତଳୁଆ ଅଞ୍ଚଳ ଲୋକଙ୍କୁ ସତର୍କ କରି ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଇଛି। ତେବେ ଜଳଭଣ୍ଡାରରୁ ପାଣି ଛଡାଯିବା ପରେ ତଳୁଆ ଅଞ୍ଚଳର ଲୋକେ ଭୟଭୀତ ନହୋଇ ସତର୍କ ରହିବାକୁ ଅନୁରୋଧ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ।
କୋରାପୁଟ: ଶନିବାର ଖୋଲିବ କୋଲାବ ଜଳଭଣ୍ଡାର ଗେଟ। କୋଲାବ ଜଳଭଣ୍ଡାର ଜଳସ୍ତର ୮୫୮ ମିଟର ନିକଟରେ ପହଞ୍ଚିଛି। ସେଥିପାଇଁ ଶନିବାର କୋଲାବ ଜଳଭଣ୍ଡାର ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
ଏନେଇ ତଳୁଆ ଅଞ୍ଚଳ ଲୋକଙ୍କୁ ସତର୍କ କରି ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଇଛି। ତେବେ ଜଳଭଣ୍ଡାରରୁ ପାଣି ଛଡାଯିବା ପରେ ତଳୁଆ ଅଞ୍ଚଳର ଲୋକେ ଭୟଭୀତ ନହୋଇ ସତର୍କ ରହିବାକୁ ଅନୁରୋଧ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ।