ଶପଥ ଗ୍ରହଣ ପୂର୍ବରୁ ସାଧାରଣ ଲୋକଙ୍କୁ କୃତଜ୍ଞତା ଜଣାଇଲେ ମୋହନ ମାଝି
ଭୁବନେଶ୍ୱର,୧୨ା୬: ଶପଥ ନେବା ପୂର୍ବରୁ ଜନତା ମୈଦାନରେ ପହଞ୍ଚି ସାଧାରଣ ଲୋକଙ୍କ ଗହଣକୁ ଯାଇ କୃତଜ୍ଞତା ଜଣାଇଛନ୍ତି ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି । ମଙ୍ଗଳବାର ଭାଜପା ବିଧାୟକ ଦଳ ବୈଠକରେ ମୋହନ ମାଝିଙ୍କୁ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ଗହଣରେ ମୋହନ ଶପଥ ଗ୍ରହଣ କରିବେ। #WATCH | Odisha CM-designate […] The post ଶପଥ ଗ୍ରହଣ ପୂର୍ବରୁ ସାଧାରଣ ଲୋକଙ୍କୁ କୃତଜ୍ଞତା ଜଣାଇଲେ ମୋହନ ମାଝି appeared first on Dharitri Odia News.
ଭୁବନେଶ୍ୱର,୧୨ା୬: ଶପଥ ନେବା ପୂର୍ବରୁ ଜନତା ମୈଦାନରେ ପହଞ୍ଚି ସାଧାରଣ ଲୋକଙ୍କ ଗହଣକୁ ଯାଇ କୃତଜ୍ଞତା ଜଣାଇଛନ୍ତି ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି । ମଙ୍ଗଳବାର ଭାଜପା ବିଧାୟକ ଦଳ ବୈଠକରେ ମୋହନ ମାଝିଙ୍କୁ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ଗହଣରେ ମୋହନ ଶପଥ ଗ୍ରହଣ କରିବେ।
#WATCH | Odisha CM-designate Mohan Charan Majhi reached Janta Maidan and greeted people ahead of the swearing-in-ceremony in Bhubaneswar, today. pic.twitter.com/jgJBNdqtrX
— ANI (@ANI) June 12, 2024
The post ଶପଥ ଗ୍ରହଣ ପୂର୍ବରୁ ସାଧାରଣ ଲୋକଙ୍କୁ କୃତଜ୍ଞତା ଜଣାଇଲେ ମୋହନ ମାଝି appeared first on Dharitri Odia News.