ଶପଥ ପୂର୍ବରୁ ଅଭିଯୋଗ ଶୁଣିଲେ ଭାବି ମୁଖ୍ୟମନ୍ତ୍ରୀ
ଶପଥ ପୂର୍ବରୁ ଅଭିଯୋଗ ଶୁଣିଲେ ସାଧାରଣ ଲୋକଙ୍କ ସହ କଥା ହେଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାସ୍ତାକଡ଼ରେ ଛିଡା ହୋଇଥିବା ପରିବହନ ବିଭାଗର ଜଣେ ପିଅନଙ୍କ ସହ କଥା ହେଲେ ଏବଂ ସମସ୍ୟା ଶୁଣିଲେ।