ଶବ ବୋହୁଛି ବିଜୁ ବାବୁଙ୍କ ଗାଡ଼ି
ଆପଣଙ୍କ ସମ୍ମୁଖରେ ଥିବା ଏ ଗାଡି ଗୋଟାଏ ସାଧାରଣ ଜିପ୍ ନୁହେଁ। ଇଏ ନିଜ ଛାତିରେ ୫୦ବର୍ଷର ଅମଳିନ ସ୍ମୃତି ଧାରଣ କରିଛି। ବିଜୁ ବାବୁଙ୍କଠାରୁ ନେଇ ନିଳମଣୀ ରାଉତରାୟ, କେଡେ କେଡେ ରାଜନେତାଙ୍କୁ ଛାତିରେ ଧରି ବୁଲେଇଛି, ନିର୍ବାଚନ ଜିତେଇଛି। ହେଲେ ଆଜି ସେ ପାଲଟିଯାଇଛି ଗୋଟାଏ ସାଧାରଣ ’ଶବ ବାହାକ’ ।
ଆପଣଙ୍କ ସମ୍ମୁଖରେ ଥିବା ଏ ଗାଡି ଗୋଟାଏ ସାଧାରଣ ଜିପ୍ ନୁହେଁ। ଇଏ ନିଜ ଛାତିରେ ୫୦ବର୍ଷର ଅମଳିନ ସ୍ମୃତି ଧାରଣ କରିଛି। ବିଜୁ ବାବୁଙ୍କଠାରୁ ନେଇ ନିଳମଣୀ ରାଉତରାୟ, କେଡେ କେଡେ ରାଜନେତାଙ୍କୁ ଛାତିରେ ଧରି ବୁଲେଇଛି, ନିର୍ବାଚନ ଜିତେଇଛି। ହେଲେ ଆଜି ସେ ପାଲଟିଯାଇଛି ଗୋଟାଏ ସାଧାରଣ ’ଶବ ବାହାକ’ । ଆପଣ କହିପାରନ୍ତି ଇଏ ଗୋଟାଏ ଶବବୁହା ଗାଡି ।