ଶହେରୁ ଉର୍ଦ୍ଧ୍ଵ ତହସିଲଦାରଙ୍କ ବଦଳି କଲେ ସରକାର

ଭୁବନେଶ୍ୱର : ଆଜି ଶହେରୁ ଉର୍ଦ୍ଧ୍ଵ ତହସିଲଦାରଙ୍କ ବଦଳି କରିଛନ୍ତି ସରକାର | ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଆଜି ୧୧୮  ତହସିଲଦାରଙ୍କର ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି | କାଶୀପୁର ତହସିଲଦାର ସୁନୀଲ କୁମାର ପ୍ରଧାନଙ୍କୁ କୃଷ୍ଣପ୍ରସାଦ ତହସିଲଦାର ଭାବେ ବଦଳି କରାଯାଇଛି | ସେହିପରି କୃଷ୍ଣପ୍ରସାଦ ତହସିଲଦାର ଅଭିଷେକ ସାହୁଙ୍କୁ ରାଜସ୍ୱ ବିଭାଗ ମନ୍ତ୍ରୀଙ୍କ ଓଏସଡି ଭାବେ […] The post ଶହେରୁ ଉର୍ଦ୍ଧ୍ଵ ତହସିଲଦାରଙ୍କ ବଦଳି କଲେ ସରକାର appeared first on KNews Odisha.

ଶହେରୁ ଉର୍ଦ୍ଧ୍ଵ ତହସିଲଦାରଙ୍କ ବଦଳି କଲେ ସରକାର
govt

ଭୁବନେଶ୍ୱର : ଆଜି ଶହେରୁ ଉର୍ଦ୍ଧ୍ଵ ତହସିଲଦାରଙ୍କ ବଦଳି କରିଛନ୍ତି ସରକାର | ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଆଜି ୧୧୮  ତହସିଲଦାରଙ୍କର ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି | କାଶୀପୁର ତହସିଲଦାର ସୁନୀଲ କୁମାର ପ୍ରଧାନଙ୍କୁ କୃଷ୍ଣପ୍ରସାଦ ତହସିଲଦାର ଭାବେ ବଦଳି କରାଯାଇଛି | ସେହିପରି କୃଷ୍ଣପ୍ରସାଦ ତହସିଲଦାର ଅଭିଷେକ ସାହୁଙ୍କୁ ରାଜସ୍ୱ ବିଭାଗ ମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି | ନିମ୍ନରେ ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ –

 

The post ଶହେରୁ ଉର୍ଦ୍ଧ୍ଵ ତହସିଲଦାରଙ୍କ ବଦଳି କଲେ ସରକାର appeared first on KNews Odisha.