ଶାଢିରେ ଜାହ୍ନଭୀ ଦେଲେ ମନଲୋଭା ପୋଜ୍, ଲୋକେ କହିଲେ ‘ଠୁ ମଚ୍ ହଟ୍’
ବଲିଉଡ୍ ଅଭିନେତ୍ରୀ ଜାହ୍ନଭୀ କପୁର ପ୍ରତିଦିନ ନିଜର ବୋଲ୍ଡ ଏବଂ ଗ୍ଲାମରସ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥାନ୍ତି। ଯେତେବେଳେ ସେ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋ ଦେଖି ଦିବାନା ହୁଅନ୍ତି।