ଶାଶ୍ବତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ, ଅର୍ଥ ସଚିବ ଏବଂ IDCO ଅଧ୍ୟକ୍ଷ ଦାୟିତ୍ବରେ ବି ରହିବେ
ଭୁବନେଶ୍ବର: ବରିଷ୍ଠ ଆଇଏଏସ ଶାଶ୍ବତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ କରାଯାଇଛି। ଏନେଇ ରବିବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।୧୯୯୬ ବ୍ୟାଚର ଓଡ଼ିଶା କ୍ୟାଡର ଏହି ବରିଷ୍ଠ ଆଇଏଏସ ବର୍ତ୍ତମାନ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ IDCO ଅଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ତେବେ ନୂଆ ସହ ପୁରୁଣା ଦାୟିତ୍ୱରେ ମଧ୍ୟ ରହିବେ ଶାଶ୍ବତ ମିଶ୍ର।
ଭୁବନେଶ୍ବର: ବରିଷ୍ଠ ଆଇଏଏସ ଶାଶ୍ବତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ କରାଯାଇଛି। ଏନେଇ ରବିବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
୧୯୯୬ ବ୍ୟାଚର ଓଡ଼ିଶା କ୍ୟାଡର ଏହି ବରିଷ୍ଠ ଆଇଏଏସ ବର୍ତ୍ତମାନ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ IDCO ଅଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ତେବେ ନୂଆ ସହ ପୁରୁଣା ଦାୟିତ୍ୱରେ ମଧ୍ୟ ରହିବେ ଶାଶ୍ବତ ମିଶ୍ର।