ଶାହାରୁଖଙ୍କ ନୂଆ ହେୟାର ଷ୍ଟାଇଲ୍, ଫ୍ୟାନ୍ସ ହେଲେ ଇମ୍ପ୍ରେସ୍
ମୁମ୍ଵାଇ ୧୧।୦୯; ବଲିଉଡ୍ର କିଙ୍ଗ ଖାନ୍ ଶାହାରୁଖ ଖାନ । ସେ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଚର୍ଚ୍ଚାରେ ରୁହନ୍ତି । ଅଭିନେତା ତାଙ୍କ ଲୁକ୍ ଓ ଚାର୍ମ ପାଇଁ ସମସ୍ତଙ୍କୁ ଆକର୍ଷିତ କରନ୍ତି। ତାଙ୍କ ଫ୍ୟାଶନ ଷ୍ଟେଟମେଣ୍ଟ ବିଷୟରେ ଖୁବ୍ ଆଲୋଚନା ହୁଏ। ନିକଟରେ ଅଭିନେତା ତାଙ୍କର ନୂଆ ଲୁକ୍ ସହିତ ସମସ୍ତଙ୍କୁ ସରପ୍ରାଇଜ୍ କରିଥିଲେ। ମଙ୍ଗଳବାର ଦିନ ଏକ ଇଭେଣ୍ଟରେ ଶାହାରୁଖଙ୍କୁ ନୂଆ ଲୁକ୍ରେ ଦେଖିବାକୁ ମିଳିଥିଲା। [Latest]: King Shah Rukh Khan flaunting his new hairstyle at an event ????@iamsrk#King #ShahRukhKhan pic.twitter.com/L6X3QYukaD— Team Shah Rukh Khan Fan Club (@teamsrkfc) September 10, 2024ଏହି କାର୍ଯ୍ୟକ୍ରମ ଆଗାମୀ IIFA ଆୱାର୍ଡ ପାଇଁ ଥିଲା। ଇଭେଣ୍ଟରେ ଶାହାରୁଖ ଖାନ କଳା ଟି-ସାର୍ଟ ଏବଂ କଳା ଜିନ୍ସ ପିନ୍ଧିଥିବାର ନଜର ଆସିଥିଲେ। ତାହାକୁ ମ୍ୟାଚିଂ କରି କଳା ଟୋପି ମଧ୍ୟ ପିନ୍ଧିଥିଲେ। ଶାହାରୁଖ ଏହି ଲୁକ୍ରେ ପୁରା ହ୍ୟାଣ୍ଡସମ୍ ଦେଖାଯାଉଥିଲେ । ଶାହାରୁଖ ଖାନଙ୍କ ସଟ୍ ହେୟାର ଲୁକ୍କୁ ସଭିଏଁ ପସନ୍ଦ କରୁଛନ୍ତି। ପ୍ରଶଂସକମାନେ ଶାହାରୁଖଙ୍କୁ ଷ୍ଟାଇଲ୍ ଗୁରୁ ବୋଲି କହୁଛନ୍ତି ।ଶାହାରୁଖ ଖାନଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ତାଙ୍କର ତିନୋଟି ଚଳଚ୍ଚିତ୍ର ପଠାନ, ଜୱାନ, ଡଙ୍କି ୨୦୨୩ରେ ମୁକ୍ତିଲାଭ କରିଥିଲା । ପ୍ରଶଂସକମାନେ ଏହ
ମୁମ୍ଵାଇ ୧୧।୦୯; ବଲିଉଡ୍ର କିଙ୍ଗ ଖାନ୍ ଶାହାରୁଖ ଖାନ । ସେ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଚର୍ଚ୍ଚାରେ ରୁହନ୍ତି । ଅଭିନେତା ତାଙ୍କ ଲୁକ୍ ଓ ଚାର୍ମ ପାଇଁ ସମସ୍ତଙ୍କୁ ଆକର୍ଷିତ କରନ୍ତି। ତାଙ୍କ ଫ୍ୟାଶନ ଷ୍ଟେଟମେଣ୍ଟ ବିଷୟରେ ଖୁବ୍ ଆଲୋଚନା ହୁଏ। ନିକଟରେ ଅଭିନେତା ତାଙ୍କର ନୂଆ ଲୁକ୍ ସହିତ ସମସ୍ତଙ୍କୁ ସରପ୍ରାଇଜ୍ କରିଥିଲେ। ମଙ୍ଗଳବାର ଦିନ ଏକ ଇଭେଣ୍ଟରେ ଶାହାରୁଖଙ୍କୁ ନୂଆ ଲୁକ୍ରେ ଦେଖିବାକୁ ମିଳିଥିଲା।
[Latest]: King Shah Rukh Khan flaunting his new hairstyle at an event ????@iamsrk#King #ShahRukhKhan pic.twitter.com/L6X3QYukaD— Team Shah Rukh Khan Fan Club (@teamsrkfc) September 10, 2024
ଏହି କାର୍ଯ୍ୟକ୍ରମ ଆଗାମୀ IIFA ଆୱାର୍ଡ ପାଇଁ ଥିଲା। ଇଭେଣ୍ଟରେ ଶାହାରୁଖ ଖାନ କଳା ଟି-ସାର୍ଟ ଏବଂ କଳା ଜିନ୍ସ ପିନ୍ଧିଥିବାର ନଜର ଆସିଥିଲେ। ତାହାକୁ ମ୍ୟାଚିଂ କରି କଳା ଟୋପି ମଧ୍ୟ ପିନ୍ଧିଥିଲେ। ଶାହାରୁଖ ଏହି ଲୁକ୍ରେ ପୁରା ହ୍ୟାଣ୍ଡସମ୍ ଦେଖାଯାଉଥିଲେ । ଶାହାରୁଖ ଖାନଙ୍କ ସଟ୍ ହେୟାର ଲୁକ୍କୁ ସଭିଏଁ ପସନ୍ଦ କରୁଛନ୍ତି। ପ୍ରଶଂସକମାନେ ଶାହାରୁଖଙ୍କୁ ଷ୍ଟାଇଲ୍ ଗୁରୁ ବୋଲି କହୁଛନ୍ତି ।
ଶାହାରୁଖ ଖାନଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ତାଙ୍କର ତିନୋଟି ଚଳଚ୍ଚିତ୍ର ପଠାନ, ଜୱାନ, ଡଙ୍କି ୨୦୨୩ରେ ମୁକ୍ତିଲାଭ କରିଥିଲା । ପ୍ରଶଂସକମାନେ ଏହି ତିନୋଟି ଚଳଚ୍ଚିତ୍ରକୁ ଖୁନ୍ ପସନ୍ଦ କରିଥିଲେ। ଶାହାରୁଖଙ୍କ ଆକ୍ସନ୍ ପଠାନ ଏବଂ ଜୱାନରେ ଦେଖିବାକୁ ମିଳିଥିଲା । ଡଙ୍କିରେ ତାଙ୍କର ଭୂମିକାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।