ଶିବ ମନ୍ଦିରରେ ଭାଲୁ ବଜାଉଛି ଘଣ୍ଟି, ଭାଇରାଲ ହେଲା ଭିଡିଓ
ବୋରିଗୁମ୍ମା ୨୩/୦୫: ଜଙ୍ଗଲ ଛାଡି ସହର ମୁହାଁ ଭାଲୁ। ରାସ୍ତା ଘାଟରେ ବୁଲିବା ସହ ଏଣେ ତେଣେ ବୁଲୁଛି ଭାଲୁ । ହେଲେ ଏବେ ସେ ମନ୍ଦିରରେ ପଶି ଘଣ୍ଟି ବଜାଇଛି । ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ଏହି ଭିଡିଓ । ସୂଚନା ଥାଉକି, ବୋରିଗୁମ୍ମା ଚମ୍ପିଆ ଶିବ ମନ୍ଦିରରେ ଭାଲୁ ବଜାଉଛି ଘଣ୍ଟି। ଚମ୍ପିଆ ଶିବ ମନ୍ଦିରରେ ଗତ ରାତିରେ ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣରେ ପଶିଥିଲେ । ପ୍ରବେଶ ଦ୍ୱାରରେ ଘଣ୍ଟି ବଜାଇଥିଲେ କିଛି ଯୁବକ ଘଣ୍ଟି ଶବ୍ଦ ଶୁଣି ମନ୍ଦିର କୁ ଯାଇ ଦେଖିଲେ ସଙ୍ଗେ ସଙ୍ଗେ ଭିଡିଓ ଉତ୍ତୋଳନ କରିଥିଲେ । ତେବେ ଆଶ୍ଚର୍ଯ୍ୟର ବିଷୟ ପ୍ରତ୍ୟେକ ଦିନ ଦୁଇଟି ଭାଲୁ ଗାଁ ମଧ୍ୟରେ ବୁଲୁ ଥିବା ନଜରକୁ ଆସିଛି । ଏହି ଭିଡିଓ ଏବେ ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି।
ବୋରିଗୁମ୍ମା ୨୩/୦୫: ଜଙ୍ଗଲ ଛାଡି ସହର ମୁହାଁ ଭାଲୁ। ରାସ୍ତା ଘାଟରେ ବୁଲିବା ସହ ଏଣେ ତେଣେ ବୁଲୁଛି ଭାଲୁ । ହେଲେ ଏବେ ସେ ମନ୍ଦିରରେ ପଶି ଘଣ୍ଟି ବଜାଇଛି । ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ଏହି ଭିଡିଓ ।
ସୂଚନା ଥାଉକି, ବୋରିଗୁମ୍ମା ଚମ୍ପିଆ ଶିବ ମନ୍ଦିରରେ ଭାଲୁ ବଜାଉଛି ଘଣ୍ଟି। ଚମ୍ପିଆ ଶିବ ମନ୍ଦିରରେ ଗତ ରାତିରେ ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣରେ ପଶିଥିଲେ । ପ୍ରବେଶ ଦ୍ୱାରରେ ଘଣ୍ଟି ବଜାଇଥିଲେ କିଛି ଯୁବକ ଘଣ୍ଟି ଶବ୍ଦ ଶୁଣି ମନ୍ଦିର କୁ ଯାଇ ଦେଖିଲେ ସଙ୍ଗେ ସଙ୍ଗେ ଭିଡିଓ ଉତ୍ତୋଳନ କରିଥିଲେ ।
ତେବେ ଆଶ୍ଚର୍ଯ୍ୟର ବିଷୟ ପ୍ରତ୍ୟେକ ଦିନ ଦୁଇଟି ଭାଲୁ ଗାଁ ମଧ୍ୟରେ ବୁଲୁ ଥିବା ନଜରକୁ ଆସିଛି । ଏହି ଭିଡିଓ ଏବେ ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି।