"ଶିବଙ୍କ ପ୍ରତି ମୋର ଭକ୍ତିକୁ ଚିତ୍ର ମାଧ୍ୟମରେ ଲିଙ୍ଗରାଜଙ୍କ ଆଗେ ଆଙ୍କୁଛି" ଛୀତ୍ରଶିଳ୍ପୀ

ପବିତ୍ର ମହାଶିବରାତ୍ର ପାଇଁ ସମସ୍ତ ଶୈବପୀଠ ଚଳଚଞ୍ଚଳ ଥିବା ବେଳେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ | ଏକ ଯୁବତୀ ହାତରେ ତୁଳି ଧରି ମନ୍ଦିର ସମ୍ମୁଖରେ...