ଶିମିଳିପାଳ ଅଭୟାରଣ୍ୟରେ ବାଘର ଶିକାର ଉଦ୍ୟମ ଦେଖିଲେ ପର୍ଯ୍ୟଟକ
ମୟୂରଭଞ୍ଜ (କେନ୍ୟୁଜ୍) : ଅନ୍ଧାର ରାତିରେ ବାଘ ଦେଖିଲେ ପର୍ଯ୍ୟଟକ। ଶିମିଳିପାଳ ଅଭୟାରଣ୍ୟରେ ବାଘର ଶିକାର ଉଦ୍ୟମ ଦେଖିଲେ ପର୍ଯ୍ୟଟକ। ବାଘର ଆକ୍ରମଣ ଉଦ୍ୟମ ପରେ କିନ୍ତୁ ଅଳ୍ପକେ ଖସିଗଲା ବାଘ। ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି ବାରିପଦାରୁ ଯାଇଥିବା କିଛି ପର୍ଯ୍ୟଟକ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ଭାଜାମ ଗେଟ ନିକଟ ଜଙ୍ଗଲରେ ଏହା ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ଗତକାଲି ବାରିପଦାରୁ କିଛି ପର୍ଯ୍ୟଟକ ଶିମିଳିପାଳ ଯାଇ ବୁଲି ଫେରୁଥିବା ବେଳେ ସଂଧ୍ୟା […] The post ଶିମିଳିପାଳ ଅଭୟାରଣ୍ୟରେ ବାଘର ଶିକାର ଉଦ୍ୟମ ଦେଖିଲେ ପର୍ଯ୍ୟଟକ appeared first on KNews Odisha.

ମୟୂରଭଞ୍ଜ (କେନ୍ୟୁଜ୍) : ଅନ୍ଧାର ରାତିରେ ବାଘ ଦେଖିଲେ ପର୍ଯ୍ୟଟକ। ଶିମିଳିପାଳ ଅଭୟାରଣ୍ୟରେ ବାଘର ଶିକାର ଉଦ୍ୟମ ଦେଖିଲେ ପର୍ଯ୍ୟଟକ। ବାଘର ଆକ୍ରମଣ ଉଦ୍ୟମ ପରେ କିନ୍ତୁ ଅଳ୍ପକେ ଖସିଗଲା ବାଘ। ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି ବାରିପଦାରୁ ଯାଇଥିବା କିଛି ପର୍ଯ୍ୟଟକ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ଭାଜାମ ଗେଟ ନିକଟ ଜଙ୍ଗଲରେ ଏହା ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ଗତକାଲି ବାରିପଦାରୁ କିଛି ପର୍ଯ୍ୟଟକ ଶିମିଳିପାଳ ଯାଇ ବୁଲି ଫେରୁଥିବା ବେଳେ ସଂଧ୍ୟା ୭ଟା ବେଳକୁ ବାଘକୁ ଦେଖିବାକୁ ପାଇଥିଲେ। ବାଘଟି କଲରାପତରିଆ ବାଘ ବୋଲି ବନ ବିଭାଗ ସୂଚନା ଦେଇଛି।
The post ଶିମିଳିପାଳ ଅଭୟାରଣ୍ୟରେ ବାଘର ଶିକାର ଉଦ୍ୟମ ଦେଖିଲେ ପର୍ଯ୍ୟଟକ appeared first on KNews Odisha.